ETV Bharat / business

ଏବର୍ଷ ଋଣମୁକ୍ତ ହୋଇଯିବ ରିଲାଏନ୍ସ ଇନ୍ଫ୍ରା: ଅନୀଲ - ଋଣ ବୋଝରେ ଅନୀଲ ଅମ୍ବାନୀ

ମଙ୍ଗଳବାର ଅନୀଲ ଅମ୍ବାନୀ କହିଛନ୍ତି କି ଏବର୍ଷ ରିଲାଏନ୍ସ ଇନ୍ଫ୍ରା ମଧ୍ୟ ସମ୍ପୁର୍ଣ୍ଣ ରୂପେ ଋଣ ମୁକ୍ତ ହୋଇଯିବ । ଏଥିପାଇଁ କମ୍ପାନୀର ଅଂଶଧନ ବିକ୍ରି ଡିଲ ଟ୍ରାକରରେ ରହିଛି । ଅଧିକ ପଢନ୍ତୁ..

Reliance Infra will be debt-free in FY21: Anil Ambani
ଏ ବର୍ଷ ଋଣ ମୁକ୍ତ ହୋଇଯିବ ରିଲାଏନ୍ସ ଇନ୍ଫ୍ରା : ଅନୀଲ
author img

By

Published : Jun 24, 2020, 2:49 PM IST

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଇନ୍ଫ୍ରାଷ୍ଟକ୍ଚର ବି ଋଣମୁକ୍ତ ହେବ । ମଙ୍ଗଳବାର ଅନୀଲ ଅମ୍ବାନୀ କହିଛନ୍ତି କି ଏବର୍ଷ ରିଲାଏନ୍ସ ଇନ୍ଫ୍ରା ମଧ୍ୟ ସମ୍ପୁର୍ଣ୍ଣ ରୂପେ ଋଣ ମୁକ୍ତ ହୋଇଯିବ ।

ରିଲାଏନ୍ସ ଇନ୍ଫ୍ରା ଉପରେ 6000 କୋଟିରୁ ଅଧିକ ଋଣ ବୋଝ ରହିଛି । ଆଉ ଏହି ଋଣରୁ ମୁକ୍ତି ପାଇଁ ଅନୀଲ ନିଜ ସମ୍ପତ୍ତିର ମୁଦ୍ରୀକରଣ ଦିଗରେ କାମ କରୁଛନ୍ତି ।

ଏକ ଅନଲାଇନ ପ୍ଲାର୍ଟଫର୍ମ ମାଧ୍ୟମରେ କମ୍ପାନୀର 91 ତମ ବାର୍ଷିକ ସେୟାରଧାରକଙ୍କ ବୈଠକକୁ ସମ୍ବୋଧିତ କରି ଅମ୍ବାନୀ କହିଛନ୍ତି କି ଏ ବର୍ଷ ‘ଆରଇନ୍ଫ୍ରା ଋଣମୁକ୍ତ ହେବ’ ।

2018 ରେ କମ୍ପାନୀ ନିଜର ମୁମ୍ବାଇ ସ୍ଥିତ ଉର୍ଜା ବ୍ୟବସାୟକୁ ଆଦାନୀ ଟ୍ରାନ୍ସମିଶନକୁ ପ୍ରାୟ 18,800 ଟଙ୍କାରେ ବିକ୍ରି କରିଦେଇଥିଲା । ଯାହା ଦ୍ବାରା କମ୍ପାନୀ ଋଣ ପ୍ରାୟ 7,500 କୋଟି ଟଙ୍କାକୁ ହ୍ରାସ ହୋଇଛି ।

ସେହିପରି ଦିଲ୍ଲୀ-ଆଗ୍ରା ସ୍ଥିତ ଟୋଲ ରୋଡ, ସିଙ୍ଗପୁରର କ୍ୟୁବ ହାଇୱେ ଏବଂ ଇନ୍‌ଫ୍ରାକୁ 3,600କୋଟି ଟଙ୍କାରେ ବିକ୍ରି ପାଇଁ NHAIଠାରୁ ମଞ୍ଜୁରୀ ମିଳିଥିଲା । କମ୍ପାନୀ ମୁତାବକ ଏହି ଡିଲ ଏବେ ଟ୍ରାକରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.