ETV Bharat / business

ଭାରତର ଏ ବର୍ଷ ପର୍ଯ୍ୟାପ୍ତ ବୃଦ୍ଧି ଆଶା: ମର୍ସଡିଜ ବେଂଜ - substantial growth in India

ଭାରତର ଅଭିବୃଦ୍ଧି ନେଇ ଆଶାବାଦୀ ଜର୍ମାନୀର ଲକ୍ଜରୀ କାର ନିର୍ମାତା ମର୍ସଡିଜ ବେଂଜ । ଏ ବର୍ଷ ବୃଦ୍ଧି ହାର ଭଲ ସହ କମ୍ପାନୀ 15 ନୂଆ ମଡେଲ ଆଣିବ ବୋଲି କହିଛି ।

ଭାରତର ଏବର୍ଷ ପର୍ଯ୍ୟାପ୍ତ ବୃଦ୍ଧି ଆଶା: ମର୍ସଡିଜ ବେଂଜ

author img

By

Published : Jan 26, 2021, 10:50 PM IST

ନୂଆଦିଲ୍ଲୀ: ଏ ବର୍ଷ ଭାରତରେ ପର୍ଯ୍ୟାପ୍ତ ବୃଦ୍ଧି ହେବ ବୋଲି ଜର୍ମାନୀର ଲକ୍ଜରୀ କାର ନିର୍ମାତା ମର୍ସଡିଜ ବେଂଜ ଆଶା ରଖିଛି । ଏଥିସହ 15 ନୂଆ ମଡେଲ ଆଣିବ ବୋଲି କମ୍ପାନୀ କହିଛି ।

କମ୍ପାନୀର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି କି, ଗତ ବର୍ଷର ଶେଷ ତ୍ରୟମାସିକ ସମୟରେ ଦେଖାଯାଇଥିବା ବୃଦ୍ଧି ଆଗକୁ ଜାରି ରହିବା ଅନୁମାନ ରହିଛି । ତେବେ କମ୍ପାନୀ ଅନୁସାରେ ୟୁରୋପରେ ଯୋଗାଣ ବାଧାପ୍ରାପ୍ତ ଯୋଗୁଁ ଭାରତରେ ଏହାର 2018ର ଉଚ୍ଚତମ ସ୍ତର ପୁଣି 2021ରେ ହିଁ ହାସଲ ହୋଇପାରିବ ।

ମର୍ସଡିଜ ବେଂଜ ଇଣ୍ଡିଆର ପରିଚାଳକ ନିର୍ଦ୍ଦେଶକ ଓ ସିଇଓ ମାର୍ଟିନ ଶ୍ବନେକ କହିଛନ୍ତି କି ‘‘ ମୋଟ ଦେଖିବାକୁ ଗଲେ ଆମେ ଆକଳନ କରିପାରିବା କି ଚତୁର୍ଥ ତ୍ରୟମାସରେ ଯେଉଁ ଗତି ଦେଖାଯାଉଛି ତାହା ଜାରି ରହିବ । କୋଭିଡ-19 ମାମାଲା ହ୍ରାସ ସହ ସ୍ଥିତି ସ୍ବାଭାବିତ ହୋଇଯାଇଛି । ଆମେ ଆମର ସମସ୍ତ ରେଞ୍ଜରେ ବହୁତ ମଜବୁତ ଚାହିଦା ଦେଖିଛୁ । ’’

ସେ କହିଛନ୍ତି କି, ପାର୍ବଣ ସିଜନ ସହ ଦେଖିବାକୁ ମିଳିଥିବା ଚାହିଦା 2021ରେ ଜାରି ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.