ETV Bharat / business

ଚୀନରୁ 40 କୋଟି ଡଲାର ଆମଦାନୀ ବହିଷ୍କାର କରିବ JSW

author img

By

Published : Jul 3, 2020, 4:42 PM IST

ଜେଏସଡବ୍ଲ୍ୟୁ ଗ୍ରୁପ ଚୀନରୁ ବାର୍ଷିକ 40 କୋଟି ଡଲାରର ଆମଦାନୀ କରିଥାଏ । ଏବେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ..

ଚୀନରୁ 40 କୋଟି ଡଲାର ଆମଦାନୀ ବହିସ୍କାର କରିବ  JSW

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଚୀନ ବୟକଟ ଅଭିଯାନ ଜୋରଦାର ଚାଲିଛି । ଏହି କ୍ରମରେ ବିଭିନ୍ନ କ୍ଷେତ୍ରରେ କାରବାର କରୁଥିବା କମ୍ପାନୀ ଜେଏସଡବ୍ଲ୍ୟୁ ଗ୍ରୁପ ମଧ୍ୟ 40 କୋଟି ଡଲାର ଆମଦାନୀକୁ ଆସନ୍ତା 24 ମାସରେ ଶୂନ୍ୟକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି ।

କମ୍ପାନୀର ସହଯୋଗୀ ୟୁନିଟ ଜେଏସଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି ।

ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ କହିଛନ୍ତି କି, ଏହି କାର୍ଯ୍ୟନୁଷ୍ଠାନ (ଆମଦାନୀ ବହିସ୍କାର) ଚୀନ କର୍ମର ପରିଣାମ ।

14 ଅରବ ଡଲାରର କମ୍ପାନୀ ଜେଏସଡବ୍ଲ୍ୟୁ ଗ୍ରୁପର ମାଲିକାନା ପାର୍ଥଙ୍କ ବାପା ସଜ୍ଜନ ଜିନ୍ଦଲଙ୍କ ପାଖରେ ରହିଛି । ଏହି ଗ୍ରୁପର ଇସ୍ପାତ, ଶକ୍ତି, ସମିମେଣ୍ଟ ଏବଂ ଭିତ୍ତିଭୂମି ସରଞ୍ଚନା ଭଳି ମୁଖ୍ୟ କ୍ଷେତ୍ରର କାରବାର କରିଥାଏ ।

ପାର୍ଥ ଏକ ଟ୍ବିଟ କରି କହିଛନ୍ତି କି, ଜେଏସଡବ୍ଲ୍ୟୁ ଗ୍ରୁପ ଚୀନରୁ ବାର୍ଷିକ 40 କୋଟି ଡଲାରର ଆମଦାୀ କରିଥାଏ । ଏବେ ଏକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.