ETV Bharat / business

ଇ-ଯାନକୁ ସରକାରୀ ବୁଷ୍ଟର, ଚାଳକଙ୍କୁ ମିଳିବ ଏସବୁ ଫାଇଦା - ଇ ମୋବିଲିଟି

ବ୍ୟାଟେରୀ ଚାଳିତ ଯାନ ପାଇଁ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ଜାରି ସହ ନବୀକରଣ ଉପରେ ଶୁଳ୍କ ପ୍ରଦାନ ଛାଡ ପାଇଁ ପ୍ରସ୍ତାବ ଦେଇଛି ବିଭାଗୀୟ ମନ୍ତ୍ରାଳୟ । ଅଧିକ ପଢନ୍ତୁ..

ଇ-ଯାନକୁ ସରକାରୀ ବୁଷ୍ଟର , ଚାଳକଙ୍କୁ ମିଳିବ ଏସବୁ ଫାଇଦା

author img

By

Published : Jun 1, 2021, 10:27 PM IST

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ଚାଳିତ ଯାନ (ଇଲେକଟ୍ରିକ ଭେଇକଲ) କୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ପ୍ରୟାସ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବ୍ୟାଟେରୀ ଚାଳିତ ଯାନ (BOVs) ପାଇଁ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ଜାରି ସହ ଏହାର ନବୀକରଣ ଉପରେ ଶୁଳ୍କ ପ୍ରଦାନ ଛାଡ ପାଇଁ ପ୍ରସ୍ତାବ ଦେଇଛି ।

ମଙ୍ଗଳବାର ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , ସାଧାରଣ ଜନତା ତଥା ସମସ୍ତ ହିତାଧିକାରୀଙ୍କୁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି ତାରିଖ ଠାରୁ 30 ଦିନ ମଧ୍ୟରେ ଠାରୁ ମନ୍ତବ୍ୟ ଲୋଡାଯାଇଛି ।

ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟ ଯାନ ନିୟମ 1989 (Central Motor Vehicles Rules, 1989) ରେ ସଂଶୋଧନ ପାଇଁ 2021 ମେ 27 କୁ ବିଜ୍ଞପ୍ତିର ଡ୍ରାଫ୍ଟ ଜାରି କରିଛି । ବିବୃତ୍ତିରେ ଆହୁରୀ ମଧ୍ୟ କୁହାଯାଇଛି କି , ଇ-ମୋବିଲିଟି (e-mobility) କୁ ପ୍ରୋତ୍ସାହନ ଦେବା ପାଇଁ ଏହି ପ୍ରସ୍ତାବ ଦେଇଛି ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.