ETV Bharat / business

ଗୋଏୟାରରୁ ଦୁବେଙ୍କ ଇସ୍ତଫା, 9 ବର୍ଷ ପରେ ସିଇଓ ପଦକୁ ଫେରିଲେ କୌଶିକ ଖାନ୍ନା - କୌଶିକ ଖୋନା

ଓ୍ବାଡିଆ ଗ୍ରୁଫ୍‌ର ବଜେଟ ଏୟାରଲାଇନ ଗୋୟାରର ସିଇଓ ପଦରୁ ବିନୟ ଦୁବେଙ୍କ ଇସ୍ତଫା । ଦୀର୍ଘ 9 ବର୍ଷ ପରେ କୌଶିକ ପୂନର୍ବାର ଗୋଏୟାରର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି । ଅଧିକ ପଢନ୍ତୁ...

ଗୋଏୟାରରୁ ଦୁବେଙ୍କ ଇସ୍ତଫା, 9 ବର୍ଷ ପରେ ସିଇଓ ପଦକୁ ଫେରିଲେ କୌଶିକ ଖୋନା

author img

By

Published : Aug 14, 2020, 5:43 PM IST

ନୂଆଦିଲ୍ଲୀ: ଓ୍ବାଡିଆ ଗ୍ରୁଫ୍‌ର ବଜେଟ ଏୟାରଲାଇନ ଗୋୟାରର ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ବିନୟ ଦୁବେ । ତେବେ ତାଙ୍କ ସ୍ଥାନରେ କୌଶିକ ଖାନ୍ନାଙ୍କୁ କମ୍ପାନୀର ସିଇଓ ପଦରେ ନିଯୁକ୍ତ କରାଯାଇଛି । ଦୀର୍ଘ 9 ବର୍ଷ ପରେ କୌଶିକ ପୂନର୍ବାର ଗୋଏୟାରର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ।

ଜେଟ୍ ଏୟାରୱେଜ୍‌ର ପୂର୍ବତନ ସିଇଓ ଦୁବେ ଫେବୃଆରୀ 2020ରେ ଗୋଏୟାରର ସିଇଓ ପଦରେ ଯୋଗ ଦେଇଥିଲେ। ପ୍ରଥମେ ଏଠାରେ ପରାମର୍ଶଦାତା ଭାବରେ ଦାୟିତ୍ବ ତୁଲାଉଥିଲେ ସେ ।

ଖନ୍ନା, ଏପ୍ରିଲ୍ 2009ରୁ 2011 ଯାଏଁ ଦୁଇ ବର୍ଷ ପାଇଁ ଗୋଏୟାରର ସିଇଓ ଥିଲେ। ସେ ୱାଡିଆ ଗ୍ରୁଫ୍‌ରେ ଉପମୁଖ୍ୟ, କର୍ପୋରେଟ୍ ଫାଇନାନ୍ସ ଏବଂ ରଣନୀତିଜ୍ଞ ମଧ୍ୟ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.