ETV Bharat / business

Bank Holidays: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ - ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ଚଳିତ ମାସରେ ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟିଦିନ ଗୁଡିକ ଜାଣିରଖନ୍ତୁ । ଅଧିକ ପଢନ୍ତୁ

Bank Holidays: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

author img

By

Published : Mar 1, 2022, 8:23 AM IST

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଚଳିତ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାୟୀ ମାର୍ଚ୍ଚରେ ସର୍ବଭାରତୀୟ ସ୍ତରରେ ବ୍ୟାଙ୍କ ୧୩ ଦିନ ବନ୍ଦ ରହିବ । ସେଥିମଧ୍ୟରୁ ୬ ଦିନ ସାପ୍ତାହିକ ଛୁଟି ଥିବାବେଳେ ବାକି ୭ ଦିନ ବିଭିନ୍ନ ପର୍ବପର୍ବାଣି ପାଇଁ ବନ୍ଦ ହେବ । ମାର୍ଚ୍ଚ ୧, ୩, ୪, ୬, ୧୨, ୧୩, ୧୭, ୧୮, ୧୯, ୨୦, ୨୨, ୨୬, ୨୭ ତାରିଖ ଅର୍ଥାତ୍ ୧୩ ଦିନ ବ୍ୟାଙ୍କ ଯାଇପାରିବେନି ଗ୍ରାହକ ।

ମାତ୍ର ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବନି । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ମାର୍ଚ୍ଚ ମାସରେ କେବଳ ରବିବାର, ଦ୍ବିତୀୟ ଶନିବାର ଓ ଚତୁର୍ଥ ଶନିବାର ଯୋଗୁଁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୬, ୧୩, ୨୦ ଓ ୨୭ ତାରିଖ ରବିବାର ପଡୁଛି । ସେହିପରି ମାର୍ଚ୍ଚ ୧୨ ଓ ୨୬ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଚଳିତ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିବ । ୬ ଦିନ ସାପ୍ତାହିକ ଛୁଟି ଏବଂ ଆଉ ଦୁଇ ଦିନ ଶିବରାତ୍ରୀ ଓ ହୋଲି ନିମନ୍ତେ ବ୍ୟାଙ୍କ ସେବା ବ୍ୟାହତ ହେବ ।

ବ୍ୟାଙ୍କ ଛୁଟିଦିନ:

ମାର୍ଚ୍ଚ ୧- ମହାଶିବରାତ୍ରୀ

ମାର୍ଚ୍ଚ ୩- ଲୋସର

ମାର୍ଚ୍ଚ ୪- ଚାପଚର କୁଟ

ମାର୍ଚ୍ଚ ୬- ରବିବାର

ମାର୍ଚ୍ଚ ୧୨- ଦ୍ବିତୀୟ ଶନିବାର

ମାର୍ଚ୍ଚ ୧୩- ରବିବାର

ମାର୍ଚ୍ଚ ୧୭- ହୋଲିକା ଦହନ

ମାର୍ଚ୍ଚ ୧୮- ହୋଲି/ ଦୋଳଯାତ୍ରା

ମାର୍ଚ୍ଚ ୧୯- ହୋଲି

ମାର୍ଚ୍ଚ ୨୦- ରବିବାର

ମାର୍ଚ୍ଚ ୨୨- ବିହାର ଦିବସ

ମାର୍ଚ୍ଚ ୨୬- ଚତୁର୍ଥ ଶନିବାର

ମାର୍ଚ୍ଚ ୨୭- ରବିବାର

ପ୍ରକାଶଥାଉ କି, ନିର୍ଦ୍ଧିଷ୍ଟ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡିକ ଉପରେ ମଧ୍ୟ ବ୍ୟାଙ୍କ ଛୁଟି ନିର୍ଭର କରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.