ETV Bharat / business

ଶୀର୍ଷ କମ୍ପାନୀ ସୂଚୀରେ ସବୁଠୁ ଆଗୁଆ ଆପଲ - ବ୍ରିଟିଶ ସେୟାର ବଜାରରେ ଆପ

ରେକର୍ଡ ପରେ ରେକର୍ଡ କରିଚାଲିଛି ଆପଲ । କମ୍ପାନୀ ବ୍ରିଟେନର ଶୀର୍ଷ କମ୍ପାନୀ ଥିବା ସୂଚକାଙ୍କରେ ଆଗୁଆ ରହିଛି । ଅଧିକ ପଢନ୍ତୁ..

ଶୀର୍ଷ କମ୍ପାନୀ ସୂଚୀରେ ସବୁଠୁ ଆଗୁଆ ଆପଲ
ଶୀର୍ଷ କମ୍ପାନୀ ସୂଚୀରେ ସବୁଠୁ ଆଗୁଆ ଆପଲ
author img

By

Published : Sep 3, 2020, 3:58 PM IST

ଲଣ୍ଡନ: ନୂଆ ରେକର୍ଡ କଲା ଆପଲ । ବଜାର ପୁଞ୍ଜିକରଣ 2,30,000 କୋଟି ଟଙ୍କା ବୃଦ୍ଧି ସହିତ ଆପଲ ଫାଇନାନ୍ସିଆଲ ଟାଇମ୍ସ ଷ୍ଟକ୍ ଏକ୍ସଚେଞ୍ଜ 100 ଇଣ୍ଡେକ୍ସ (FTSE 100)ରେ ଥିବା ସମସ୍ତ କମ୍ପାନୀଠାରୁ ପଛରେ ପକାଇ ଆଗକୁ ବଢିଛି । ଏଫଟିଏସଇ ହେଉଛି ବ୍ରିଟେନର ସବୁଠୁ ବଡ ସେୟାର ସୂଚକାଙ୍କ ।

ବିବିସି ରିପୋର୍ଟ ଅନୁସାରେ, ଆପଲର ବଜାର ମୂଲ୍ୟ 2,30,000 କୋଟି ଟଙ୍କା ପାଖାପାଖି ରହିଛି । ଯାହାକି ଏଫଚିଏସଇ 100 ମଧ୍ୟରୁ ସମସ୍ତ କମ୍ପାନୀର ମାର୍କେଟ କ୍ୟାପ ମୋଟ 1,50,000 କୋଟି ଟଙ୍କାରୁ ବହୁତ ଅଧିକ କହିଛି ।

ବୁଧବାର ଆପଲର ସେୟାର ପୁଣି ହ୍ରାସ ପାଇଛି । ହେଲେ ବି କାରବାର ଶେଷ ହେବା ପର୍ଯ୍ୟନ୍ତ ଏହା ଲଣ୍ଡନ ଷ୍ଟକ ଇଣ୍ଡେକ୍ସର ସବୁଠୁ ଆଗୁଆ ରହିଆସୁଛି । ଲୋକଙ୍କ ଦ୍ବାରା କମ୍ପାନୀରେ ନିବେଶକକୁ ସହଜ କରିବା ପାଇଁ ନିଜ ସେୟାରକୁ ବିଭାଜିତ ନେଇ କମ୍ପାନୀ ନେଇଥିବା ନିଷ୍ପତ୍ତି ଯୋଗୁଁ ଆପଲ ସେୟାରର ଚାହିଦା ବୃଦ୍ଧି ପାଇଛି ।

କୋଭିଡ-19 ସଙ୍କଟର ସାମ୍ନା କରି ଆପଲ ଗତ ମାସରେ 2,000,00 କୋଟି ଟଙ୍କାର ବଜାର ପୁଞ୍ଜି ସହ ଆମେରିକାର ପ୍ରଥମ କମ୍ପାନୀ ଭାବେ ଇତିହାସ ସୃଷ୍ଟି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.