ETV Bharat / business

ୟେସ ବ୍ୟାଙ୍କ ଡେବିଟ କାର୍ଡରେ ଅନ୍ୟ ଏଟିଏମରୁ ଉଠାଇପାରିବେ ଟଙ୍କା, ଘୋଷଣା କଲା ବ୍ୟାଙ୍କ - ଘୋଷଣା କଲା ବ୍ୟାଙ୍କ

ଏଣିକି ଅନ୍ୟ ବ୍ୟାଙ୍କ ଏଟିଏମରେ ଆପଣ ୟେସ ବ୍ୟାଙ୍କର ଡେବିଟ କାର୍ଡ ବ୍ୟବହାର କରିପାରିବେ । ଏନେଇ ଶନିବାର ଘୋଷଣା କରିଛି ୟେସ ବ୍ୟାଙ୍କ । ଅଧିକ ପଢନ୍ତୁ...

Yes Bank debit cards
ୟେସ ବ୍ୟାଙ୍କ ଡେବିଟ କାର୍ଡରେ ଅନ୍ୟ ଏଟିଏମରୁ ଉଠାଇପାରିବେ ଟଙ୍କା, ଘୋଷଣା କଲା ବ୍ୟାଙ୍କ
author img

By

Published : Mar 8, 2020, 1:48 PM IST

ନୂଆଦିଲ୍ଲୀ: ଅନ୍ୟ ବ୍ୟାଙ୍କ ଏଟିଏମରେ ବ୍ୟବହାର କରିହେବ ୟେସ ବ୍ୟାଙ୍କ ଡେବିଟ କାର୍ଡ । ଏନେଇ ଶନିବାର ଘୋଷଣା କରିଛି ୟେସ ବ୍ୟାଙ୍କ।

  • You can now make withdrawals using your YES BANK Debit Card both at YES BANK and other bank ATMs. Thanks for your patience. @RBI @FinMinIndia

    — YES BANK (@YESBANK) March 7, 2020 " class="align-text-top noRightClick twitterSection" data=" ">

ୟେସ ବ୍ୟାଙ୍କ ଏଟିଏମରୁ ଟଙ୍କା ନ ବାହାରିବାର ଅଭିଯୋଗ ଆସିବା ପରେ ଏପରି କହିଛି ବ୍ୟାଙ୍କ । ୟେସ ବ୍ୟାଙ୍କରୁ ମାସକୁ ମାତ୍ର 50,000 ଟଙ୍କା ଉଠାଣ କରିପାରିବେ ବୋଲି ପୂର୍ବରୁ ସରକାର କହିଥିଲେ । ତେବେ ଏହି ଆଦେଶ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି ।

ଏପରି ସୂଚନା ସାମ୍ନାକୁ ଆସିବା ପରେ ଲୋକମାନେ ୟେସ ବ୍ୟାଙ୍କ ଏଟିଏମ ଆଗରେ ଲମ୍ବା ଧାଡି ଲଗାଇଥିଲେ ସେମାନଙ୍କ ପଇସା ଉଠାଇବା ଲାଗି । ତେବେ ଏଟିଏମରେ ଟଙ୍କା ବାହାରୁନଥିବାରୁ ଲୋକମାନେ ଅଭିଯୋଗ କରିଥିଲେ । ଯାହାର ଉତ୍ତର ଦେଇ ୟେସ ବ୍ୟାଙ୍କ କହିଛି ଯେ, ‘ବର୍ତ୍ତମାନ ଆପଣମାନେ ୟେସ ବ୍ୟାଙ୍କ ଡେବିଟ୍‌ କାର୍ଡକୁ ନେଇ ଅନ୍ୟ ବ୍ୟାଙ୍କର ଏଟିଏମରୁ ମଧ୍ୟ ଟଙ୍କା ଉଠାଣ କରିପାରିବେ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.