ETV Bharat / business

ଆର୍ଥିକ ଅନିୟମିତତା ମାମଲା: ଇଡି କାର୍ଯ୍ୟାଳୟରେ ହାଜର ଅନୀଲ ଅମ୍ବାନୀ

author img

By

Published : Mar 19, 2020, 8:08 PM IST

ଅନୀଲ ଅମ୍ବାନୀଙ୍କ କମ୍ପାନୀ ଗୁଡିକ ୟେସ୍‌ ବ୍ୟାଙ୍କରୁ ପ୍ରାୟ 12800 କୋଟି ଟଙ୍କାର ଋଣ ନେଇଛନ୍ତି । ଯାହା ଏବେ ଏନପିଏ ଭାବେ ଘୋଷଣା ହୋଇଛି । ଏନେଇ ଇଡି ତାଙ୍କୁ ପଚରାଉଚରା କରିଛି ।

Yes Bank: Anil Ambani appears before ED in Mumbai
ଆର୍ଥିକ ଅନିୟମତା ମାମଲା: ଇଡି କାର୍ଯ୍ୟାଳୟରେ ହାଜର ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ଆର୍ଥିକ ଅନିୟମିତତା ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହେଲେ ରିଲାୟନ୍ସ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀ । ଏହି ମାମଲାରେ ଅଧିକ ପଚରା ଉଚରା ପାଇଁ ଇଡି ପକ୍ଷରୁ ଅନୀଲ ଅମ୍ବାନୀଙ୍କୁ ସମନ ପଠାଯାଇଥିଲେ । ଏଥିରେ ଇଡିର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଗୁରୁବାର ହାଜର ହେବା ପାଇଁ କୁହାଯାଇଥିଲା ।

ଅନୀଲ ଅମ୍ବାନୀଙ୍କ କମ୍ପାନୀଗୁଡିକ ୟେସ୍‌ ବ୍ୟାଙ୍କରୁ ପ୍ରାୟ 12800 କୋଟି ଟଙ୍କାର ଋଣ ନେଇଛନ୍ତି । ଯାହା ଏବେ ଏନପିଏ ଭାବେ ଘୋଷଣା ହୋଇଛି । ଏ ନେଇ ତାଙ୍କୁ ପଚରାଉଚରା କରାଯାଉଛି ।

ପ୍ରକାଶ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶଳୟ ପକ୍ଷରୁ ଅନୀଲ ଅମ୍ବାନୀଙ୍କୁ ସୋମବାର ସମନ ଜାରି କରି ଗୁରୁବାର ହାଜର ହେବାକୁ ନିର୍ଦ୍ଦେଷ ଦିଆଯାଇଥିଲା । ଅନୀଲଙ୍କ ବ୍ୟତିତ ଏହି ମାମଲାରେ ସମ୍ପୃକ୍ତ ସୁବାଷ ଚନ୍ଦ୍ର ଓ ନରେଶ ଗୋଏଲଙ୍କୁ ମଧ୍ୟ ସମନ ଜାରି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.