ETV Bharat / business

ଲକଡାଉନ: 100 କର୍ମଚାରୀଙ୍କ ଛଟେଇ କରିବ ୱିୱାର୍କ ଇଣ୍ଡିଆ

author img

By

Published : May 18, 2020, 10:47 PM IST

କୋରୋନାରେ ପ୍ରଭାବିତ ବିଭିନ୍ନ କମ୍ପାନୀ ନିଜ ଖର୍ଚ୍ଚ କମ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ କରୁଛି । ଏହି ଧାରାରେ ୱିୱାର୍କ ଇଣ୍ଡିଆ କମ୍ପାନୀର 20 ପ୍ରତିଶତ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ...

wework
ଲକଡାଉନ : 100 କର୍ମଚାରୀଙ୍କ ଛଟେଇ କରିବ ୱିୱାର୍କ ଇଣ୍ଡିଆ

ନୂଆଦିଲ୍ଲୀ: ରିୟଲ୍ଟି କମ୍ପାନୀ ଏମ୍ବେସି ଗ୍ରୁପ (realty company Embassy Group)ମାଲିକାନାର ରହିଥିବା କମ୍ପାନୀ ୱିୱାର୍କ ଇଣ୍ଡିଆ ଜୁନରେ ପ୍ରାୟ 20 ପ୍ରତିଶତ କର୍ମଚାରୀ (100ଜଣ)ଙ୍କୁ ଛଟେଇ କରିବ । ସୋମବାର ଏ ନେଇ ସୂଚନା ମିଳିଛି ।

ମିଳିଥିବା ତଥ୍ୟ ଅନୁଯାୟୀ ୱିୱାର୍କର ସିଇଓ କରଣ ଭିରୱାନି କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସମ୍ବନ୍ଧରେ ଅବଗତ କରାଇଛନ୍ତି ।

ସେ କହିଛନ୍ତି ଯେ, କମ୍ପାନୀ ପରିଚାଳନା ଖର୍ଚ୍ଚ କମ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି । ଏହାଦ୍ବାରା ପାଖାପାଖି 100 କର୍ମଚାରୀ ପ୍ରଭାବିତ ହେବେ । ତେବେ କମ୍ପାନୀରୁ ବାହାର କରାଯାଉଥିବା କର୍ମଚାରୀଙ୍କୁ ନୋଟିସ ଅବଧି ଆଧାରରେ ଅଲଗା ପ୍ୟାକେଜ ମଧ୍ୟ ଦିଆଯିବ ।

ଏ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଚିକିତ୍ସା ବୀମା ସୁବିଧା ଜାରି ରଖିବ । ଏହି ଲୋକଙ୍କୁ ବିନା ଶୁଳ୍କରେ ନିଜ କୋ ବ୍ୟାଙ୍କିଙ୍ଗ କେନ୍ଦ୍ର ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.