ETV Bharat / business

କୋର୍ଟରେ ମାଲ୍ୟା ପ୍ରତ୍ୟାର୍ପଣ ମାମଲା, ଜୁଲାଇରେ ଚୁଡ଼ାନ୍ତ ନିଷ୍ପତ୍ତି

ଜୁଲାଇରେ ଭାରତ ପ୍ରତ୍ୟାର୍ପଣ କରିପାରନ୍ତି ପଳାତକ ବିଜୟ ମାଲ୍ୟ । ଏହି ମାମଲାରେ ବ୍ରିଟେନ କୋର୍ଟରେ ଜୁଲାଇ 2ରେ ଶୁଣାଣି ହେବ ।

author img

By

Published : Apr 28, 2019, 1:46 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଜୁଲାଇରେ ଭାରତ ପ୍ରତ୍ୟାର୍ପଣ କରିପାରନ୍ତି ପଳାତକ ବିଜୟ ମାଲ୍ୟ । ଏହି ମାମଲାରେ ବ୍ରିଟେନ କୋର୍ଟରେ ଜୁଲାଇ 2ରେ ଶୁଣାଣି ହେବ । ତେବେ ଭାରତ ଫେରିବାକୁ ଚାହୁଁନଥିବା ମାଲ୍ୟା ଏହା ବିରୋଧରେ ପୁଣି ଥରେ ଆବେଦନ କରିବାକୁ ଚାହୁଛନ୍ତି । ହେଲେ ଏଥିଲାଗି ତାଙ୍କୁ ହାଇକୋର୍ଟର ଜଣେ ବିଚାରପତିଙ୍କୁ ରାଜି କରାଇବାକୁ ପଡିବ ।

ପୂର୍ବରୁ ବ୍ରିଟେନ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟାର୍ପଣକୁ ବିରୋଧ ଆବେଦନ ଖାରଜ କରିଦେଇଥିଲେ । ପୁଣି ଥରେ ଚଳିତ ମାସର ପ୍ରଥମରେ ମାଲ୍ୟା ଏକ ଆବେଦନ ଦାଖଲ କରିଥିଲେ । ଏହାର ମୌଖିକ ଶୁଣାଣି ନ୍ୟାୟାଳୟର ଜଣେ ନ୍ୟାୟଧୀଶଙ୍କ ଆଗରେ ହେବାକୁ ପଡିବ । ଆଉ ଏହାର ଶୁଣାଣି ଜୁଲାଇ 2ରେ ହେବ । ଏଥିଲାଗି ମାଲ୍ୟାଙ୍କୁ ଜଣେ ବିଚାରପତିଙ୍କୁ ମନେଇବାକୁ ପଡିବ ବୋଲି ଜଣାପଡିଛି ।

ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ ଅଦାଲତର ଆଦେଶ ପରେ ଫେବୃଆରୀରେ ବ୍ରିଟେନ ଗୃହ ସଚିବ ସାଜିଦ ଜାୱିଦ ମାଲ୍ୟା ପ୍ରତ୍ୟାର୍ପଣ ଆଦେଶରେ ହସ୍ତାକ୍ଷର କରିଥିଲେ ।

Intro:Body:

SCS

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.