ETV Bharat / business

ଥମିଲା ଟ୍ରେଡୱାର, ପ୍ରଥମ ଚରଣ ବ୍ୟାପାର ବୁଝାମଣା ସ୍ବାକ୍ଷରିତ - ଆମେରିକା-ଚୀନ ବୁଝାମଣା

ପାଖାପାଖି 1 ବର୍ଷ ଆଲୋଚନା-ପର୍ଯ୍ୟାଲୋଚନା ଓ ମାସେ ଧରି ଶାନ୍ତ ରହିବା ପରେ, ଦୁନିଆର 2 ବୃହତ୍ତ ଅର୍ଥବ୍ୟବସ୍ଥା ନିଜ ଯୁଦ୍ଧ ବ୍ୟାପାରରୁ ଆଗକୁ ବଢି ବୁଝାମଣାରେ ସହମତି ଜଣାଇଛନ୍ତି ।

us signs 1st phase of trade deal with china
ଥମିଲା ଟ୍ରେଡୱାର , ପ୍ରଥମ ଚରଣ ବ୍ୟାପର ବୁଝାମଣା ସ୍ବାକ୍ଷରିତ
author img

By

Published : Jan 16, 2020, 1:41 PM IST

ୱାଂସିଟନ: ଥଣ୍ଡା ପଡିଲା ଟ୍ରେଡୱାର ତାତି । ବୁଧବାର ଚୀନ ସହ ପ୍ରଥମ ଚରଣର ବ୍ୟାପାର ବୁଝମାଣାରେ ସ୍ବାକ୍ଷର କଲା ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବୁଝାମଣାକୁ ଐତିହାସିକ କହିଛନ୍ତି ।

ପାଖାପାଖି 1 ବର୍ଷ ଆଲୋଚନା-ପର୍ଯ୍ୟାଲୋଚନା ଓ ମାସେ ଧରି ଶାନ୍ତ ରହିବା ପରେ, ଦୁନିଆର 2 ବୃହତ୍ତ ଅର୍ଥବ୍ୟବସ୍ଥା ନିଜ ଯୁଦ୍ଧ ବ୍ୟାପାରରୁ ଆଗକୁ ବଢି ବୁଝମଣାରେ ସହମତି ଜଣାଇଛନ୍ତି ।

ପ୍ରଥମ ଚରଣର ବୁଝାମଣାରେ ଇଣ୍ଟେଲୁକ୍ଚୁଆଲ ପ୍ରପର୍ଟି ପ୍ରୋଟେକ୍ସନ ଆଣ୍ଡ ଏନଫୋର୍ସମେଣ୍ଟ, Forcibly abolish technology transfer, ଆମେରିକା କୃଷି ଅଦ୍ଭୁତପୂର୍ବ ବିସ୍ତାର, ଆମେରିକାର ଆର୍ଥିକ ସେବା ଓ ଅବରୋଧ ପ୍ରତ୍ୟାହାର, ମୁଦ୍ରା ସହ ହେରାଫେରୀ(ଅବମୁଲ୍ୟାନ) ଶେଷ କରିବା, ଆମେରିକା-ଚୀନ ବ୍ୟାପାର ସମ୍ବନ୍ଧରେ ପୁଣି ସନ୍ତୁଳନ କରିବା ଓ ସମସ୍ୟାର ସମାଧାନ ସନ୍ଧାନ ଆଦି ସାମିଲ ରହିଛି । ଏହି ବୁଝାମଣାରେ ରାଷ୍ଟ୍ରପତି ଟ୍ରମ୍ପ ଓ ଚୀନ ଉପପ୍ରଧାନମନ୍ତ୍ରୀ ଲିୟୁ ମଧ୍ୟ ହସ୍ତାକ୍ଷର କରିଛନ୍ତି ।

Intro:Body:

bgbn

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.