ETV Bharat / business

ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ

author img

By

Published : Jan 18, 2021, 4:23 PM IST

ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାକ ବଜେଟ ବୈଠକ ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଛି ଆଲୋଚନା । ଅଧିକ ପଢନ୍ତୁ..

ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ
ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ

ନୂଆଦିଲ୍ଲୀ: 2021-22 ବଜେଟ ପାଇଁ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତୁତି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରାକ ବଜେଟ ବୈଠକର ପରିଚାଳନା କରୁଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।

ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ
ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ

ଆସନ୍ତା ଫେବୃଆରୀ ପହିଲାରେ ସାଧାରଣ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଗ୍ରଣୀ କ୍ଷେତ୍ରକୁ ଗୁରୁତ୍ବ ଓ ଅଭିବୃଦ୍ଧି ବଢିବାକୁ ଦିଆଯାଇଛି ଜୋର । କୋରୋନା ସଙ୍କଟ ମଧ୍ୟରେ ଉପୁଜିଥିବା ଆର୍ଥିକ ସମସ୍ୟା ବଡ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଆଗାମୀ ବଜେଟ ବ୍ୟୟ ଅଟକଳ ଆହୁରୀ ଚ୍ୟାଲେଞ୍ଜିଂ ହୋଇଛି ।

ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ
ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ ଆରମ୍ଭ

ଏଇଥିପାଇଁ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଉଦ୍ୟୋଗ ଓ ଅର୍ଥମନ୍ତ୍ରାଳୟର ମଧ୍ୟ ପରାମର୍ଶ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.