ETV Bharat / business

ଟ୍ରେଡ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ: ଭାରତଠୁ କଣ କିଣେ ପାକ୍‌, ଦେଖନ୍ତୁ ଲିଷ୍ଟ - ଅନୁଚ୍ଛେଦ ୩୭୦ ଉଚ୍ଛେଦ

ଭାରତ ଓ ପାକିସ୍ତାନ ବାଣିଜ୍ୟିକ ସମ୍ପର୍କରେ ପଡିଗଲା ପୂର୍ଣ୍ଣଚ୍ଛେଦ। ଏଣିକି ଆମଦାନୀ, ରପ୍ତାନୀ ସବୁ ବନ୍ଦ । ତେବେ ଜାଣନ୍ତୁ ପାକ୍‌ ଓ ଭାରତର ମଧ୍ୟରେ ଚାଲିଥିବା ବାଣିଜ୍ୟ ସମ୍ପର୍କରେ ପୂରା ତଥ୍ୟ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 9, 2019, 1:47 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରଭାବ । ଭାରତ ଓ ପାକିସ୍ତାନ ବାଣିଜ୍ୟିକ ସମ୍ପର୍କରେ ପଡିଗଲା ପୂର୍ଣ୍ଣଚ୍ଛେଦ । ଏଣିକି ଆମଦାନୀ , ରପ୍ତାନୀ ସବୁ ବନ୍ଦ । ତେବେ ଜାଣନ୍ତୁ ପାକ୍‌ ଓ ଭାରତର ମଧ୍ୟରେ ଚାଲିଥିବା ବାଣିଜ୍ୟ ସମ୍ପର୍କରେ ପୂରା ତଥ୍ୟ ।

ଭାରତ, ପାକିସ୍ତାନ ଠାରୁ ଯେତିକି ଜିନିଷ ଆମଦାନୀ କରୁଥିଲା ତାର ଡବଲ ତାକୁ ରପ୍ତାନୀ ମଧ୍ୟ କରୁଥିଲା । 2018-19 ମଧ୍ୟରେ ଭାରତ ପାକ୍‌ ଠାରୁ 49.5 କୋଟି ଡଲାର ଜିନିଷ ଆମଦାନୀ କରିଥିଲା । ଯେତେବେଳେ କି 206.7 କୋଟିର ଜିନିଷ ରପ୍ତାନୀ କରିଛି । ଅର୍ଥାତ ପାକିସ୍ତାନ ତାର ଚାହିଦା ପୂରଣ ପାଇଁ ସର୍ବଦା ଭାରତ ଉପରେ ନିର୍ଭରଶୀଳ। 2014-15 ପରେ 2018-19ରେ ଭାରତ 49.5 ଡଲାର ଜିନିଷ ପାକିସ୍ତାନରୁ ଆଣିଥିଲା।

ପାକ ଠାରୁ କଣ ଆଣେ ଭାରତ ?

ଜିନିଷ ସାମଗ୍ରୀ ମୁଲ୍ୟ(କୋଟିର$)
ଖଣିଜ ଉତ୍ପାଦ 241.3
ପରିବା 131.7
ଟେକ୍ସଟାଇଲ ଓ ଟେକ୍ସଟାଇଲ ଆର୍ଟିକଲ୍ସ 42.0
କେମିକାଲ ଓ ଇଣ୍ଡଷ୍ଟ୍ରୀ ସମ୍ବନ୍ଧୀୟ ଉତ୍ପାଦ 21.8
ଚମଡା , ଲେଡର, ଘୋଡା ଚମାଡା, ଯାତ୍ରା ସମ୍ବନ୍ଧୀୟ ଜିନିଷ 16.8

ଭାରତ ରପ୍ତାନୀ ମାମଲାରେ ପାକିସ୍ତାନକୁ ଗତ କିଛି ବର୍ଷ ତୁଳନାରେ 2018-19ରେ ଅଧିକ ପରିମାଣର ସାମଗ୍ରୀ ପଠାଇଛି । ପାଖାପାଖୀ 206.7 ଡଲାରର ସମଗ୍ରୀ ଭାରତ ପାକିସ୍ତାନକୁ ରପ୍ତାନୀ କରିଛି ।

ପାକକୁ କଣ ପଠାଏ ଭାରତ ?

ଜିନିଷ ସାମଗ୍ରୀ ମୁଲ୍ୟ(କୋଟିର$)-
କେମିକାଲ ଓ ଇଣ୍ଡଷ୍ଟ୍ରୀ ସମ୍ବନ୍ଧୀୟ ଉତ୍ପାଦ 765.3
ଟେକ୍ସଟାଇଲ ଓ ଟେକ୍ସଟାଇଲ ଆର୍ଟିକଲ୍ସ 688.7
ପ୍ଲାଷ୍ଟିକ ଓ ରବର 167.8
ପନିପରିବା 143.8
ମେସିନ, ଇଲେକ୍ଟ୍ରିକ ଉପକରଣ 107.3

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.