ETV Bharat / business

ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେଲେ ପଞ୍ଚଦଶ ଅର୍ଥ ଆୟୋଗ

author img

By

Published : Dec 5, 2019, 6:18 PM IST

ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି 2020-21 ଆର୍ଥିକ ବର୍ଷର ରିପୋର୍ଟ ପ୍ରଦାନ କରିଛନ୍ତି ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ. କେ. ସିଂହ ।

The 15th Finance Commission submits its report to President of India
ଆଜି ରାଷ୍ଟ୍ରପତିଙ୍କୁ ନିଜ ରିପୋର୍ଟ ଦେଇଛି ପଞ୍ଚଦଶ ଅର୍ଥ ଆୟୋଗ

ନୂଆଦିଲ୍ଲୀ: ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି 2020-21 ଆର୍ଥିକ ବର୍ଷର ରିପୋର୍ଟ ପ୍ରଦାନ କରିଛନ୍ତି ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ. କେ. ସିଂହ । ତାଙ୍କ ସହ ଆୟୋଗର ସଦସ୍ୟ ଅଜୟ ନାରାୟଣ ଝା, ଅଶୋକ, ଲାହିଡୀ, ରମେଶ ଚନ୍ଦ୍ର, ଅନୁପ ସିଂହ ଓ ସଚିବ ଅରବିନ୍ଦ ମେହତା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ପାଇଁ ରିପୋର୍ଟ ଦେଇଛନ୍ତି ।

ସମ୍ବିଧାନର ଅନୁଚ୍ଛେଦ 280 ଅଧିନରେ ରାଷ୍ଟ୍ରପତି , 2017 ମସିହା ନଭେମ୍ବର 17ରେ
ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରିଥିଲେ । ଯେପରି 2020 ଏପ୍ରିଲ ପହିଲାରୁ 2025 ମାର୍ଚ୍ଚ 25 ପର୍ଯ୍ୟନ୍ତ ଏହି 5 ବର୍ଷ ପାଇଁ ପରାମର୍ଶ ଦେଇପାରିବେ । ରାଷ୍ଟ୍ରପତିଙ୍କ ଅଧିସୂଚନାରେ ଆୟୋଗ ସହ ଜଡିତ ବିସ୍ତୃତ ତଥ୍ୟ ଦିଆଯାଇଛି ।

ଏହା ପରେ 2019 ନଭେମ୍ବର 27ରେ ଅଧିସୂଚନା ଆଧାରରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଏହି ଅଧିକାର ଦିଆଯାଇଛି ଯେ, ସେମାନେ ଆର୍ଥିକ ବର୍ଷ 2020-21 ପାଇଁ ନିଜ ରିପୋର୍ଟରୁ 2019 ନଭେମ୍ବର 30 ସୁଦ୍ଧା ପ୍ରଦାନ କରିବେ । ଏଥିସହ 2021 ଏପ୍ରିଲ ପହିଲାରୁ 2026 ମାର୍ଚ୍ଚ 31 ପର୍ଯ୍ୟନ୍ତ ନିଜ ଅନ୍ତିମ ରିପୋର୍ଟକୁ ଆସନ୍ତା ବର୍ଷ ଅକ୍ଟୋବର 30 ସୁଦ୍ଧା ଦେବେ ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.