ETV Bharat / business

ଆଜି ସେୟାର ବଜାର ବନ୍ଦ - ମହରମ ଯୋଗୁଁ ଭାରତୀୟ ସେୟାର ବଜାର ବନ୍ଦ

ମଙ୍ଗଳବାର ମହରମ ଯୋଗୁଁ ଭାରତୀୟ ସେୟାର ବଜାର ବନ୍ଦ ରହିଛି । ପୁଣି ବୁଧବାରରୁ କାରବାର ସ୍ବାଭାବିକ ହେବ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 10, 2019, 1:08 PM IST

ନୂଆଦିଲ୍ଲୀ: ସପ୍ତାହର ଦ୍ବିତୀୟ କାରବାର ଦିନରେ ବଜାର ବନ୍ଦ । ମଙ୍ଗଳବାର ମହରମ ଯୋଗୁଁ ଭାରତୀୟ ସେୟାର ବଜାର ବନ୍ଦ ରହିଛି । ପୁଣି ବୁଧବାରରୁ କାରବାର ସ୍ବାଭାବିକ ହେବ । ତେବେ ସୋମବାର ଅଭିବୃଦ୍ଧିର ସହ କାରବାର ହୋଇଥିଲା ।

ମହରମ ଅବସରରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ), ବମ୍ବେ ସେୟାର ବଜାର(ବିଏସଇ), କମୋଡିଟି ବଜାର ବନ୍ଦ ରହିବ ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 163.68 ପଏଣ୍ଟ ବଢି 37,145.45 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 56.85 ପଏଣ୍ଟର ଅଭିବୃଦ୍ଧି ସହ 11,003.05ରେ ବନ୍ଦ ହୋଇଥିଲା ।

ପୂରା ଦିନରେ ସେନସେକ୍ସ ସର୍ବାଧିକ 37,244.08 ଓ ସର୍ବନିମ୍ନ 36,784.47ରେ କାରବାର କରିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.