ETV Bharat / business

3 ମାସ ପରେ ସୁଧୁରିଲା ସେବା କ୍ଷେତ୍ର

author img

By

Published : Dec 4, 2019, 2:31 PM IST

ସୁଧୁରିଲା ସେବା କ୍ଷେତ୍ର । ଲଗାତାର 3 ମାସ ହ୍ରାସ ପରେ ନଭେମ୍ବରରେ ଫେରିଲା ଅଭିବୃଦ୍ଧି । ନୂଆ କାରବାର ବଢିବା ସାଙ୍ଗକୁ , ନିଯୁକ୍ତି ଓ ଉତ୍ପାଦନ ଭଲ ରହିଛି । ବୁଧବାର ପ୍ରକାଶିତ ଏକ ମାସିକ ସର୍ବେକ୍ଷଣ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

Services output expands for first time in 3 months: Report
3 ମାସ ପରେ ସୁଧୁରିଲା ସେବା କ୍ଷେତ୍ର

ନୂଆଦିଲ୍ଲୀ: ସୁଧୁରିଲା ସେବା କ୍ଷେତ୍ର । ଲଗାତାର 3 ମାସର ହ୍ରାସ ପରେ ନଭେମ୍ବରରେ ଫେରିଲା ଅଭିବୃଦ୍ଧି । ନୂଆ କାରବାର ବଢିବା ସାଙ୍ଗକୁ , ନିଯୁକ୍ତି ଓ ଉତ୍ପାଦନ ଭଲ ରହିଛି । ବୁଧବାର ପ୍ରକାଶିତ ଏକ ମାସିକ ସର୍ବେକ୍ଷଣ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।

ଆଇଏଚଏସ ମାର୍କେଟର ଇଣ୍ଡିଆ ସର୍ଭିସେସ ବିଜେନସ ଆକ୍ଟିଭିଟି ସୂଚକାଙ୍କରେ ବା ପରଚେଞ୍ଜି ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମଆଇ) ନଭେମ୍ବରରେ ବଢି 52.7ରେ ପହଞ୍ଚିଛି । ଅକ୍ଟୋବରରେ ଏହା 49.2ରେ ରହିଥିଲା ।

ସୂଚକାଙ୍କର 50ରୁ ଉର୍ଦ୍ଧ୍ବ ରହିବା ଦ୍ବାରା ଜଣାପଡିଛି ଯେ, ଗତିବିଧିରେ ବିସ୍ତାର ହୋଇଛି । ଯେତେବେଳେ କି 50ରୁ ତଳର ସୂଚକାଙ୍କ ଗତିବିଧିରେ ସଙ୍କୁଚିତ ଦର୍ଶାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.