ETV Bharat / business

ସ୍ଥାଣୁ କାରବାର, ସେବା କ୍ଷେତ୍ରରେ ଐତିହାସିକ ହ୍ରାସ

author img

By

Published : May 6, 2020, 6:35 PM IST

ସମସ୍ତେ ଘରେ ବନ୍ଦ । କାରବାର ଠପ । କମ୍ପାନୀରେ ତାଲା ଝୁଲୁଛି । ଛଟେଇ ବୃଦ୍ଧି ହେଉଛି । ରୋଜଗାର ହ୍ରାସ ପାଉଛି । ଏଥିଯୋଗୁଁ ଏପ୍ରିଲ ମାସରେ ସେବା କ୍ଷେତ୍ରର ଅଭିବୃଦ୍ଧି ସୂଚକାଙ୍କ ନିମ୍ନଗାମୀ ରହିଛି । ଅଧିକ ପଢନ୍ତୁ..

service activities hit record lows in april due to lockdown pmi
ସ୍ଥାଣୁ କାରବାର , ସେବା କ୍ଷେତ୍ରରେ ଐତିହାସିକ ହ୍ରାସ

ମୁମ୍ବାଇ: ଲକଡାଉନ ପ୍ରଭାବରେ ସେବା କ୍ଷେତ୍ରର ଗତିବିଧିରେ ଐତିହାସିକ ହ୍ରାସ । ସମସ୍ତେ ଘରେ ବନ୍ଦ । କାରବାର ଠପ । କମ୍ପାନୀରେ ତାଲା ଝୁଲୁଛି । ଛଟେଇ ବୃଦ୍ଧି ହେଉଛି । ରୋଜଗାର ହ୍ରାସ ପାଉଛି । ଏଥିଯୋଗୁଁ ଏପ୍ରିଲ ମାସରେ ସେବା କ୍ଷେତ୍ରର ଅଭିବୃଦ୍ଧି ସୂଚକାଙ୍କ ନିମ୍ନଗାମୀ ରହିଛି ।

ଆଇଏଚ୍‌ଏସ୍‌ ମାର୍କେଟର ଇଣ୍ଡିଆ ସର୍ଭିସେସ୍‌ ବିଜନେସ ଆକ୍ଟିଭିଟି ସୂଚକାଙ୍କ ବା ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମଆଇ) ଏପ୍ରିଲରେ 5.4 ପଏଣ୍ଟ ରହିଛି । ଯାହା କି ମାର୍ଚ୍ଚରେ 49.3 ରହିଥିଲା । 2005 ଡିସେମ୍ବରରେ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ପରଠୁ ଏହା ସର୍ବନିମ୍ନ ହ୍ରାସ ।

ତେବେ ପିଏମଆଇ 50 ପଏଣ୍ଟ ଉପରେ ରହିଲେ ଗତିବିଧି ବିସ୍ତାର ଅଛି । ହେଲେ ଏହାଠାରୁ କମ୍‌ ରହିଲେ ସେବା କ୍ଷେତ୍ର ଅତ୍ୟନ୍ତ ଧିମା ବୋଲି ବିଶେଷଜ୍ଞ ଦର୍ଶାଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁାୟୀ ଲକଡାଉନ ଯୋଗୁଁ ଚାହିଦା ଭାରୀ ମାତ୍ରାରେ ଖସିଛି । ଫଳରେ କାରବାର ଓ ଉତ୍ପାଦନ ଠପ ରହିଛି । ଯେଉଁଥିପାଇଁ ବ୍ୟବସାୟ ସ୍ଥାଣୁ ପାଲଟିଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.