ETV Bharat / business

ରିଲାଏନ୍ସର କୋରୋନା ମୁକାବିଲା ପଦକ୍ଷେପ: ଖୋଲିଲା ହସ୍ପିଟାଲ, ବାଣ୍ଟିବ ଖାଦ୍ୟ - coronavirus news

କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦିନକୁ ଏକ ଲକ୍ଷ ମାସ୍କରେ ଉତ୍ପାଦନ କ୍ଷମତା ବୃଦ୍ଧି କରିଛି । ଏଥିସହ କୋଭିଡ 19 ରୋଗୀଙ୍କୁ ପରିବହନ କରୁଥିବା ଯାନକୁ ମାଗଣା ଇନ୍ଧନ ଯୋଗାଣ ଏବଂ ବିଭିନ୍ନ ସହରରେ ମାଗଣା ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛି ।

reliance opens indias first dedicated covid 19 facility
ରିଲାଏନ୍ସର କୋରୋନା ମୁକାବିଲା ପଦକ୍ଷେପ: ଖୋଲିଲା ହସ୍ପିଟାଲ , ବାଣ୍ଟିବ ଖାଦ୍ୟ
author img

By

Published : Mar 23, 2020, 8:04 PM IST

ମୁମ୍ବାଇ: କୋରୋନା ମୁକାବିଲା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବଡ ପଦକ୍ଷେପ । 2 ସପ୍ତାହ ମଧ୍ୟରେ 100 ଶଯ୍ୟା କ୍ଷମତା ବିଶିଷ୍ଟ ଭାରତର ପ୍ରଥମ କୋଭିଡ-19 ସମର୍ପିତ ହସ୍ପିଟାଲ ପ୍ରତିଷ୍ଠା କଲା କମ୍ପାନୀ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ବିଏମସି ସହଯୋଗରେ ସାର ଏଚ. ଏନ ରିଲାଏନ୍ସ ଫାଉଣ୍ଡେସନ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ କୋଭିଡ -19 ସମର୍ପିତ ସୁବିଧା ଦେଇଛି ।

ସମସ୍ତ ଶଯ୍ୟା ଆବଶ୍ୟକୀୟ ଭିତ୍ତିଭୂମି ସହିତ ସୁସଜ୍ଜିତ | ଏଥିରେ ଭେଣ୍ଟିଲେଟର, ପେସମେକର, ଡାୟଲିସିସ ମେସିନ ଏବଂ ରୋଗୀ ମନିଟରିଂ ଉପକରଣ ଭଳି ବାୟୋ-ମେଡିକାଲ ଉପକରଣ ସାମିଲ ରହିଛି ।

ସେହିପରି କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦିନକୁ ଏକ ଲକ୍ଷ ମାସ୍କରେ ଉତ୍ପାଦନ କ୍ଷମତା ବୃଦ୍ଧି କରିଛି । ଏଥିସହ କୋଭିଡ 19 ରୋଗୀଙ୍କୁ ପରିବହନ କରୁଥିବା ଯାନକୁ ମାଗଣା ଇନ୍ଧନ ଯୋଗାଣ ଏବଂ ବିଭିନ୍ନ ସହରରେ ମାଗଣା ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.