ETV Bharat / business

New Energy business: 75 ହଜାର କୋଟି ନିବେଶ କରିବ RIL

author img

By

Published : Jun 24, 2021, 8:08 PM IST

RIL କମ୍ପାନୀ କହିଛି, 2030 ସୁଦ୍ଧା କମ୍ପାନୀ 100 ଗିଗାୱାଟ ଏନର୍ଜି କ୍ଷମତା ପ୍ରସ୍ତୁତ କରିବ । ଏଥିସହ କମ୍ପାନୀ ବ୍ୟାଟେରୀରରେ ସୋଲାର ଏନର୍ଜି ଷ୍ଟୋର କରିବା ପାଇଁ ଫୋକସ ଜାରି ରଖିବ । ସୋଲାର ଏନର୍ଜି ଜରିଆରେ କମ୍ପାନୀ ଶସ୍ତା ମଡ୍ୟୁଲ ଦେବ । ଅଧିକ ପଢନ୍ତୁ...

ନ୍ୟୁ ଏନର୍ଜି ବିଜନେସର 75 ହଜାର କୋଟି ନିବେଶ କରିବ RIL

ନୂଆଦିଲ୍ଲୀ: ସ୍ବଚ୍ଛ ଉର୍ଜା ବ୍ୟବସାୟ (clean energy business) ରେ ପ୍ରବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ଏଥିପାଇଁ ଖର୍ଚ୍ଚ ହେବ 60,000 କୋଟି ଟଙ୍କା । ଆରଆଇଏଲର 44ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା ହୋଇଛି । ସୋଲାର ଏନର୍ଜିର ପ୍ରଡକ୍ସନ ପାଇଁ ପ୍ଲାଣ୍ଟ ଲଗାଯିବ । ଏଥିପାଇଁ ଏକ ଆଡଭାନ୍ସ ଏନର୍ଜି ଷ୍ଟୋରେଜ ବ୍ୟାଟେରୀ ଫ୍ୟାକ୍ରିଂ କରାଯିବ ।

କମ୍ପାନୀ ଜାମନଗରରେ 5000 ଏକରରେ ଧୀରୁଭାଇ ଅମ୍ବାନୀ ଗ୍ରୀନ ଏନର୍ଜି ଗିଗା କମ୍ପେଲକ୍ସ ବିକଶିତ କରିବ କମ୍ପାନୀ । ଏହି ବିଜନେସରେ 60,000 କୋଟି ଟଙ୍କାର ନିବେଶ କରାଯିବ । ଏହାବାଦ ରିଲାଏନ୍ସ ଭେଲ୍ୟୁ ଚେନ ପାର୍ଟନରସିପ ଓ ଫ୍ୟୁଚର ଟେକ୍ନୋଲୋଜି ଉପରେ ଅତିରିକ୍ତ 15,000 କୋଟି ଟଙ୍କା ବ୍ୟୟ କରିବ । ଅର୍ଥାତ ରିଲାଏନ୍ସ ମୋଟ ନୂଆ ଏନର୍ଜି ବିଜନେସ ପାଇଁ ଆସନ୍ତା 3 ବର୍ଷରେ 75,000 କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଅମ୍ବାନୀ କହିଛନ୍ତି ।

କମ୍ପାନୀ କହିଛି କି 2030 ସୁଦ୍ଧା କମ୍ପାନୀ 100 ଗିଗାୱାଟ ଏନର୍ଜି କ୍ଷମତା ପ୍ରସ୍ତୁତ କରିବ । ଏଥିସହ କମ୍ପାନୀ ବ୍ୟାଟେରୀରରେ ସୋଲାର ଏନର୍ଜି ଷ୍ଟୋର କରିବା ପାଇଁ ଫୋକସ ଜାରି ରଖିବ । ସୋଲାର ଏନର୍ଜି ଜରିଆରେ କମ୍ପାନୀ ଶସ୍ତା ମଡ୍ୟୁଲ ଦେବ ।

ବୈଠକ ମୁଖ୍ୟାଂଶ

  • ଜିଓମାର୍ଟକୁ ୱାଟସଆପ ସହ ଯୋଡିବା ପାଇଁ ଜିଓ ଏବଂଫେସବୁକ ଟ୍ରାଏଲ କରୁଛି । ଜିଓ ଭାରତକୁ 2ଜି ମୁକ୍ତ ଓ 5ଜି ଯୁକ୍ତ କରିବ ।
  • ଗତ ଆର୍ଥିକ ବର୍ଷରେ କମ୍ପାନୀ 3.24 ଲକ୍ଷ କୋଟି ଟଙ୍କା ଯୋଗାଡ କରିବ ।
  • ଦେଶର ମୋଟ ରପ୍ତାନୀରେ ରିଲାଏନ୍ସର 6.8 ପ୍ରତିଶତ ଅଂଶଧନ ରହିଛି ।
  • ରିଲାଏନ୍ସ ବୋର୍ଡରେ ସାମିଲ ହେଲେ ସାଉଦି ଅରାମକୋ ଚେୟାରମ୍ୟାନ । ରିଲାଏନ୍ସର ଅଏଲ ଟୁ କେମିକାଲ ବିଜନେସରେ ସାଉଦି ଅରାମକୋ ଷ୍ଟ୍ରାଟେଜିକ ପାର୍ଟନର ରହିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ 15 ବର୍ଷରେ କାର୍ବନମୁକ୍ତ କମ୍ପାନୀ କରିବା ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.