ETV Bharat / business

ବ୍ୟବସାୟରେ ବିଶ୍ବାସ ଆଣିବ ଆରବିଆଇ ପଲିସି

author img

By

Published : Apr 8, 2021, 6:14 AM IST

ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) କହିଛି କି କେନ୍ଦ୍ରୀୟ ବ୍ୟାଙ୍କର ଏମପିସି ନିଷ୍ପତ୍ତି ଆଗାମୀ ଦିନରେ କିଛି ଉପାୟକୁ ବହୁ ସମର୍ଥନ ଦେବ । ଅଧିକ ପଢନ୍ତୁ..

ବ୍ୟବସାୟରେ ବିଶ୍ବାସ ଆଣିବ ଆରବିଆଇ ପଲିସି
ବ୍ୟବସାୟରେ ବିଶ୍ବାସ ଆଣିବ ଆରବିଆଇ ପଲିସି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ନିଷ୍ପତ୍ତିରେ ସନ୍ତୁଷ୍ଟ ଦେଶର ପ୍ରମୁଖ ବାଣିଜ୍ୟ ଏବଂ ଶିଳ୍ପ ବୋର୍ଡ । ବୋର୍ଡ କହିଛି ଯେ, ମୁଦ୍ରାନୀତିରେ ଏକ ଉଦାରବାଦୀ ଆଭିମୁଖ୍ୟ ବଜାୟ ରଖିବା ପାଇଁ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଶିଳ୍ପ ଏବଂ ବାଣିଜ୍ୟର ଆତ୍ମବିଶ୍ବାସ ବଢାଇବ ।

ଉଦ୍ୟୋଗ ସଙ୍ଗଠନ ଆସୋଚାମ (ଆସୋସିଏଟ ଚାମ୍ବର ଅଫ କମର୍ସ ଅଫ ଇଣ୍ଡିଆ) କହିଛି କି କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଆଗାମୀ ଦିନରେ କିଛି ଉପାୟକୁ ବହୁ ସମର୍ଥନ ଦେବ ।

ରିଜର୍ଭ ବ୍ୟାଙ୍କ ବୁଧବାର ତ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରିଛି । ଏହା ଅନୁସାରେ ଏଥର ରେପୋରେଟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ ଥର ଭଳି ଏହା 4 ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଏଥିସହ ହିଁ ରିଜର୍ଭ ବ୍ୟାଙ୍କ ନିଜ ଆଭିମୁଖ୍ୟକୁ ଉଦାରବାଦୀ ରଖିଛି । କୋରୋନା ଭାଇରସ ମହାମାରୀ ପୁଣି ଥରେ ଉଭା ହେବା କାରଣରୁ ଆର୍ଥିକ ଅଭିବୃଦ୍ଧି ସମ୍ମୁଖରେ ନୂଆ ବିପଦ ସୃଷ୍ଟି କରୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.