ETV Bharat / business

ଜିଡିପି ହ୍ରାସ ଚିନ୍ତା, କମିବ ରେପୋରେଟ

author img

By

Published : Dec 2, 2019, 4:01 PM IST

ପୁଣି କମିବ ରେପୋରେଟ! ଶସ୍ତା ହେବ ଇଏମଆଇ! ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ପୀତିକୁ ନଜରରେ ରଖି ଆରବିଆଇ ରେପୋରେଟ ଦର ହ୍ରାସ କରିପାରେ।

RBI may cut interest rates for the sixth straight time
ଜିଡିପି ହ୍ରାସ ଚିନ୍ତା

ନୂଆଦିଲ୍ଲୀ: ପୁଣି କମିବ ରେପୋରେଟ ! ଶସ୍ତା ହେବ ଇଏମଆଇ ! ଆସନ୍ତା 5ରେ ହେବାକୁ ଥିବା ଆରବିଆଇର ମୁଦ୍ରାନୀତି ବୈଠକରେ ରେପୋରେଟ ହ୍ରାସ ନେଇ ସମ୍ଭାବନା ରହିଛି। ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ପୀତିକୁ ନଜରରେ ରଖି ଆରବିଆଇ ଏଭଳି ପଦକ୍ଷେପ ନେଇପାରେ।

ନିକଟରେ ପ୍ରକାଶ ପାଇଥିବା ଦ୍ବିତୀୟ ତ୍ରୈମାସିକ(ଜୁଲାଇ-ସେପ୍ଟେମ୍ବର)ର ଜିଡିପି ହାର 4.5 ପ୍ରତିଶତକୁ ଖସିଛି। 6 ବର୍ଷ ତଳେ ଅଭିବୃଦ୍ଧି ହ୍ରାସ ପାଇଥିବାରୁ ଅର୍ଥନୀତି ପ୍ରତି ସଙ୍କଟ ବଢିବାରେ ଲାଗିଛି । ଏଥିଯୋଗୁଁ ଅର୍ଥନୀତିରେ ସନ୍ତୁଳନ ରକ୍ଷା କରିବାକୁ ଆରବିଆଇ ରେପୋରେଟ ହାର କମାଇବାକୁ ବିଚାର କରୁଛି।

ଚଳିତ ବର୍ଷ ଲଗାତାର 5 ଥରରେ ଆରବିଆଇ 135 ବେସିସ ପଏଣ୍ଟ ରେପୋରେଟ ହ୍ରାସ କରିଛି। ଏବେ ଆରବିଆଇର ରେପୋରେଟ 5.15 ପ୍ରତିଶତ ଅଛି।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.