ETV Bharat / business

ଆର୍ଥିକ ସ୍ଥିତିକୁ ସହଜ ପାଇଁ ପ୍ରତିଟି ପ୍ରଚେଷ୍ଟା ସପକ୍ଷରେ ଶକ୍ତିକାନ୍ତ

author img

By

Published : Jun 6, 2020, 4:16 PM IST

ଉପଭୋଗରେ ସୁଧାର ଓ ନିବେଶକୁ ପ୍ରତ୍ୟାହାର ପାଇଁ ଆର୍ଥିକ ସ୍ଥିତିକୁ ସହଜ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି । ଯେପରି ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରିବା ସହ ଅଭିବୃଦ୍ଧି ଆସିବ ସେ ନେଇ କସରତ ଚାଲିଛି । ଅଧିକ ପଢନ୍ତୁ..

rbi governor
ଆର୍ଥିକ ସ୍ଥିତିକୁ ସହଜ ପାଇଁ ପ୍ରତିଟି ପ୍ରଚେଷ୍ଟା ସପକ୍ଷରେ ଶକ୍ତିକାନ୍ତ

ମୁମ୍ବାଇ: କୋରୋନା ସଂକ୍ରମଣ ରୋକିବାକୁ ଲାଗୁ ଲକଡାଉନ ପରେ ଆର୍ଥିକ ସ୍ଥିତର ସୁଧାର ପାଇଁ କରାଯାଉଥିବା ସମସ୍ତ ପ୍ରକାର ଉଦ୍ୟମ ସପକ୍ଷରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କେନ୍ଦ୍ରୀୟ ବ୍ୟାଙ୍କର ଏମପିସି ବୈଠକର ପ୍ରକାଶନରେ ଏ ନେଇ ସୂଚନା ଦିଆଯାଇଛି ।

ଉପଭୋଗରେ ସୁଧାର ଓ ନିବେଶକୁ ପ୍ରତ୍ୟାହାର ପାଇଁ ଆର୍ଥିକ ସ୍ଥିତିକୁ ସହଜ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଛି । ଯେପରି ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରିବା ସହ ଅଭିବୃଦ୍ଧି ଆସିବ ସେ ନେଇ କସରତ ଚାଲିଛି । ଆଉ ଏହାକୁ ସପୋର୍ଟ କରି ଶକ୍ତିକାନ୍ତ ଅର୍ଥନୀତିକୁ ପୁର୍ନଜୀବିତ ପାଇଁ ଚେଷ୍ଟା କରୁଛନ୍ତି ।

ଆରବିଆଇର ଏମପିସି ବୈଠକ ଜୁନ 3ରୁ 5 ମଧ୍ୟରେ ହେବା ନେଇ ସ୍ଥିର ହୋଇଥିଲା । ହେଲେ କୋରୋନା ଭାଇରସ ମହାମାରୀକୁ ନଜରରେ ରଖି ବୈଠକ ମେ ମାସରେ କରାଯାଇଛି । ବୈଠକ ପରେ ରିଜର୍ଭ ବ୍ୟାଙ୍କ ରେପୋରେଟ ଦରକୁ 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ ରଖିଛନ୍ତି ।

ଦାସ କହିଛନ୍ତି କି, 2020 ମାର୍ଚ୍ଚ ଶେଷରେ କରାଯାଇଥିବା ମୁଲ୍ୟାଙ୍କନ ତୁଳନାରେ ଆର୍ଥିକ ବୃଦ୍ଧି ବିପଦର ବହୁତ ଗମ୍ଭୀର ରହିଛି । ଏବେ ବି ମୋଟ ପରିଦୃଶ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । ହେଲେ ଆଶା ରହିଛି କି ଆଗାମୀ କିଛି ମାସ ମଧ୍ୟରେ ଏହି ଆକଳନ ସଠିକ ପ୍ରମାଣିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.