ETV Bharat / business

ଆରବିଆଇର ଘୋଷଣା, ଆହୁରି 3 ମାସ ଇଏମଆଇ ଟେନସନରୁ ମୁକ୍ତି - EMI

ବ୍ୟାଙ୍କ ଋଣ କିସ୍ତି ପରିଶୋଧ ସମୟକୁ ଆହୁରି ୩ ମାସ ପାଇଁ ସ୍ଥଗିତ ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ..

RBI extends moratorium on EMI
ଇଏମଆଇ ସ୍ଥଗିତ
author img

By

Published : May 22, 2020, 11:14 AM IST

Updated : May 22, 2020, 11:47 AM IST

ନୂଆଦିଲ୍ଲୀ: ଲକଡାଉନ ଅବଧି ବଢିବା ସହ ଇଏଏମଆଇ ଟେନସନରୁ ମିଳିଛି ମୁକ୍ତି । ଏବେ ଆହୁରୀ 3 ମାସ ଅର୍ଥାତ ଅଗଷ୍ଟ 31 ଯାଏଁ ଦେବାକୁ ପଡିବ ନାହିଁ ଇଏମଆଇ । ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ 27 ରେ ଭାରତୀୟ ରିଜର୍ଭ ବ୍ୟାଙ୍କ 3 ମାସ ପର୍ଯ୍ୟନ୍ତ ଇଏମଆଇ ନ ଦେବାକୁ ଘୋଷଣା କରିଥିଲା । ଏହାର ଅବଧି ମେ 31ରେ ଶେଷ ହେଉଛି । ଏହା ଜରିଆରେ ଟର୍ମ ଲୋନରେ 3 ମାସ ଋଣ କିସ୍ତି ସ୍ଥଗିତ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଯେହେତୁ ସରକାର ଲକଡାଉନ ବଢାଇଛନ୍ତି ଏଣୁ କିସ୍ତି ସ୍ଥଗିତ ଅବଧି ମଧ୍ୟ 3 ମାସ ବଢିବା ନେଇ ଚର୍ଚ୍ଚା ହୋଇଥିଲା ।

Last Updated : May 22, 2020, 11:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.