ETV Bharat / business

ରେଲୱେ ଷ୍ଟେସନରେ ମିଳିବ ଡିସ୍ପୋଜେବଲ ଚଦର ଓ ତକିଆ

ରେଳଯାତ୍ରା ବେଳେ ଯଦି ଆପଣ ଘରୁ ଚଦର, କମଳ ନେବା ଭୁଲି ଯାଇଛନ୍ତି ତେବେ ଟେନସନ ନିଅନ୍ତୁ ନାହିଁ । ଏବେ ଷ୍ଟେସନରେ 50, 100 କିମ୍ବା 200 ଟଙ୍କାରେ ଏସବୁ କିଣିପାରିବେ । ଅଧିକ ପଢନ୍ତୁ..

ରେଲୱେ ଷ୍ଟେସନରେ ମିଳିବ ଡିସ୍ପୋଜେବଲ ଚଦର ଓ ତକିଆ
ରେଲୱେ ଷ୍ଟେସନରେ ମିଳିବ ଡିସ୍ପୋଜେବଲ ଚଦର ଓ ତକିଆ
author img

By

Published : Jun 29, 2020, 8:11 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଟ୍ରେନ ଯାତ୍ରା ବେଳେ ଚଦର, କମ୍ବଳ, ତକିଆ ମିଳିବା ବନ୍ଦ ହୋଇଯାଇଛି । ଏପରି ସ୍ଥିତିରେ ଯଦି ଆପଣ ଘରୁ ନିଜ ପାଇଁ କିଛି ବନ୍ଦୋବସ୍ତ କିରି ଯାଉଛନ୍ତି ତେବେ ଭଲ, ହେଲେ ଯଦି ଭୁଲିଯାଇଛନ୍ତି ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ଏବେ ଷ୍ଟେସନରେ 50, 100 କିମ୍ବା 200 ଟଙ୍କାରେ ଏସବୁ କିଣିପାରିବେ ।

ରେଲୱେ ଷ୍ଟେସନରେ ମିଳିବ ଡିସ୍ପୋଜେବଲ ଚଦର ଓ ତକିଆ
ରେଲୱେ ଷ୍ଟେସନରେ ମିଳିବ ଡିସ୍ପୋଜେବଲ ଚଦର ଓ ତକିଆ

ପୂର୍ବ ମଧ୍ୟ ରେଲୱେର ଦାନାପୁର ମଣ୍ଡଳର କିଛି ଷ୍ଟେସନରେ ଯାତ୍ରାଙ୍କ ପାଇଁ ଡିସ୍ପୋଜେବଲ ଚଦର, କମଳ ବିକ୍ରି ଆରମ୍ଭ କରିଛି । ଅଧିକାରୀଙ୍କ କହିବା ଅନୁଯାୟୀ , ଯଦି ଯାତ୍ରୀଙ୍କ ଦ୍ବାରା ଏହି ପ୍ରୟାସକୁ ପସନ୍ଦ କରାଯାଏ ତେବେ ଆହୁରୀ ଷ୍ଟେସନରେ ଏ ନେଇ ସେବା ଆରମ୍ଭ ହେବ ।

ରେଳ ମନ୍ତ୍ରାଳୟ ଏକ ଟ୍ବିଟ କରି କହିଛି କି, ଭାରତୀୟ ରେଳ ଯାତ୍ରୀଙ୍କ ସୁରକ୍ଷିତ ଏବଂ ଆରମଦାୟକ ଯାତ୍ରା ପାଇଁ ସର୍ବଦା ପ୍ରୟାସରତ ରହିଛି । ଏହି କ୍ରମରେ ଦାନାପୁର ମଣ୍ଡଳରେ ଏଭଳି ପ୍ରୟାସ କରାଯାଇଛି । ଯାତ୍ରୀ ପେମେଣ୍ଟ କରି ସେମାନଙ୍କ ଆବଶ୍ୟକ ଅନୁସାରେ ଚଦର , ତକିଆ କମ୍ବଳ ନେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.