ETV Bharat / business

6 ମାସରେ ସୁବ୍ରମଣ୍ୟମଙ୍କ ଦ୍ବିତୀୟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ

author img

By

Published : Jan 31, 2020, 1:02 PM IST

ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପୂର୍ବରୁ ଆର୍ଥିକ ପରାମର୍ଶଦାତା କୃଷ୍ଣମୃର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ, ଆମ ଟିମ 6 ମାସରେ ଦ୍ବିତୀୟ ବାର୍ଷିକ ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରିସାରିଛି ।

prepared 2nd economic survey in six months cea subramanian
6 ମାସରେ ଦ୍ବିତୀୟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କଲେଣି ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ ଆର୍ଥିକ ବିକାଶର ବାର୍ଷିକ ହିସାବନିକାଶ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ଏହି ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ।ଏହି ରିପୋର୍ଟରେ ସରକାରଙ୍କ ଦ୍ବାରା କରାଯାଇଥିବା ସୁଧାରତ୍ମକ ପଦକ୍ଷେପ ସହ ଆଗାମୀ ଦିନ ପାଇଁ ଅର୍ଥବ୍ୟବସ୍ଥାର ସମ୍ଭାବନା ବିଷୟରେ ମଧ୍ୟ ଜଣାପଡିବ ।

ଏନେଇ ଆର୍ଥିକ ପରାମର୍ଶଦାତା କୃଷ୍ଣମୃର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ, ‘‘ଆମ ଟିମ ବହୁତ ପରିଶ୍ରମ କରିଛି । ଟିମ 6 ମାସରେ ଦ୍ବିତୀୟ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ କରିଛି । ବଜେଟ ଅଧିବେଶନ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ସବୁ ସଂସଦରେ ପହଞ୍ଚିଯାଇଛି । ’’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.