ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡାକିଛନ୍ତି ବୈଠକ । ଏଥିପାଇଁ ସମସ୍ତ ନେତା ସଂସଦ ଲାଇବ୍ରେରୀରେ ପହଞ୍ଚିଛନ୍ତି । ଜାନୁଆରୀ 31ରୁ ବଜେଟ ଅଧିବେଶନ ଆରମ୍ଭ ।
ସଂସଦର ଏହି ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଏପ୍ରିଲ 3 ପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଚାଲିବ । ଫେବୃଆରୀ ପହିଲାରେ ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ବଜେଟ ସ୍ବଚ୍ଛତା:ଦେଶରେ ତୃତୀୟ ଓଡିଶା
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 31 ରୁ ଫେବୃଆରୀ 11 ଯାଏଁ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଏହା ମାର୍ଚ୍ଚ2 ରୁ ଆରମ୍ଭ ହୋଇ ଏପ୍ରିଲ 3 ରେ ଶେଷ ହେବ। @ANI