ETV Bharat / business

ବଜେଟ ପୂର୍ବରୁ ଚାଷୀଙ୍କୁ ଭେଟି, ବଢିଲା ଏମଏସପି - kharif

ଚାଷୀଙ୍କ ଦୀର୍ଘଦିନର ଦାବି ଶୁଣିଲେ ମୋଦି ସରକାର । ବଜେଟ ପୂର୍ବରୁ ଅନ୍ନଦାତାଙ୍କୁ ଦେଲେ ବଡ ଭେଟି । ଧାନ ସମେତ ବଢାଇଲେ ବହୁ ଖାଦ୍ୟଶସ୍ୟର ଦାମ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 3, 2019, 6:29 PM IST

Updated : Jul 3, 2019, 6:43 PM IST

ନୂଆଦିଲ୍ଲୀ: ବଜେଟ ପୂର୍ବରୁ ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ବଡ ଘୋଷଣା । ବଢିଲା ଧାନ ସମେତ 13ଟି ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ( ଏମଏସପି) । ଏବେ କୁଇଣ୍ଟାଲ ପିଛା ଧାନର ଦାମ 85 ଟଙ୍କା ବୃଦ୍ଧି ପାଇ 1,835ରେ ପହଞ୍ଚିଛି । ବୁଧବାର କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି ।

Paddy MSP hiked by 3.7% to Rs 1,815 per quintal
ଫଟୋ ସୌଜନ୍ୟ-@PIB_India

2019-20 ଆର୍ଥିକ ବର୍ଷ ପାଇଁ ସରକାର ଖରିଫ ଫସଲ ଦାମ ବଢାଇଛନ୍ତି । ଧାନ ଭଳି ସୋୟାବିନର କୁଇଣ୍ଟାଲ ପିଛା ଏମସିପି 311ଟଙ୍କା ବଢିଛି । ସେହିଭଳି ସୂର୍ଯ୍ୟମୁଖୀ, ରାଶି, ହରଡ ଡାଲି , ବିରି , ଜୱାର, ମାଣ୍ଡିଆ ଆଦିର ଏମଏସପି କୁଇଣ୍ଟାଲ ପିଛା ଯଥାକ୍ରମେ 262 , 236, 125, 100 , 120, 253 ଟଙ୍କା ବଢିଛି ।

୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଡବଲ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ସେ ଯାହା ବି ହେଉ ଚାଷୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ଏବେ ନୂଆ ରଙ୍ଗ ଆଣିଛି । ଆଶା କରାଯାଉଛି ଏ ନେଇ ସରକାର ବଜେଟରେ ବଡ ବ୍ୟୟବରାଦ କରିବେ । ଏଥିସହ ସରକାର ମଜୁରୀ କୋଡ ବିଲକୁ ମଧ୍ୟ ପାସ କରିଛନ୍ତି ।

Intro:Body:

dfsd

Conclusion:
Last Updated : Jul 3, 2019, 6:43 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.