ETV Bharat / business

3 ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ ତିଆରି କରୁଛି ଓପୋ

ପ୍ରତି 3 ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ ତିଆରି କରୁଛି ଓପୋ । ଶୁକ୍ରବାର କମ୍ପାନୀ କହିଛି କି ନୋଏଡାରେ 110 ଏକର ଜମିରେ ରହିଥିବା ଏହାର ବିନିର୍ମାଣ ୟୁନିଟରେ 3 ସେକେଣ୍ଡରେ ଗୋଟିଏ ଫୋନ ନିର୍ମାଣ ହେଉଛି । ଅଧିକ ପଢନ୍ତୁ..

author img

By

Published : Apr 2, 2021, 8:16 PM IST

3  ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ କରୁଛି ଓପୋ
3 ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ କରୁଛି3 ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ କରୁଛି ଓପୋ ଓପୋ

ନୂଆଦିଲ୍ଲୀ: ପ୍ରତି 3 ସେକେଣ୍ଡ ପିଛା ଗୋଟିଏ ସ୍ମାର୍ଟଫୋନ ତିଆରି କରୁଛି ଓପୋ । ଶୁକ୍ରବାର କମ୍ପାନୀ କହିଛି କି ନୋଏଡାରେ 110 ଏକର ଜମିରେ ରହିଥିବା ଏହାର ବିନିର୍ମାଣ ୟୁନିଟରେ 3 ସେକେଣ୍ଡରେ ଗୋଟିଏ ଫୋନ ନିର୍ମାଣ ହେଉଛି ।

କମ୍ପାନୀ କହିଛି ଯେ, ଏହାର ଯୋଗାଣ ଶୃଙ୍ଖଳା ଭଲ ଜାରି ରଖିବା ପାଇଁ ଫ୍ୟାକ୍ଟ୍ରିରେ 12 ଲକ୍ଷରୁ ଅଧିକ ଫୋନ ପାଇଁ ମେଟେରିୟଲ୍ସ ଷ୍ଟକ ରଖାଯାଇଛି । ଓପୋ ଇଣ୍ଡିଆର ସଭାପତି ଏଲଭିସ୍ ଝୋଉ କହିଛନ୍ତି ଯେ, ଓପୋ ସ୍ମାର୍ଟଫୋନର ଲୋକପ୍ରିୟତା ବଢିବା ସହିତ ଆମେ ଚାହିଦାକୁ ପୂରଣ କରିବାକୁ ଆମର ଉତ୍ପାଦନ କ୍ଷମତା ଉପରେ ଅଧିକ କାର୍ଯ୍ୟ କରିବୁ ।

ଚତୁରତା, ନବସୃଜନ ଏବଂ ସୃଜନଶୀଳତା ଓପୋ ଇଣ୍ଡିଆ ପାଇଁ ସଫଳତାର ଚାବି ହେବ । 10,000 ରୁ ଅଧିକ ମଜବୁତ କାର୍ଯ୍ୟକ୍ଷମତା ସହିତ ଫ୍ୟାକ୍ଟ୍ରି ପିକ ସିଜନ ସମୟରେ ମାସକୁ 60 ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍ ଉତ୍ପାଦନ କରିଥାଏ । ଏହି ଉତ୍ପାଦନ ୟୁନିଟକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଯେଉଁଥିରେ ଆସେମ୍ବଲି, SMT , ଷ୍ଟୋରେଜ୍ ଏବଂ ଯୋଗାଣ ୱେରହାଉସ ଅନ୍ତର୍ଭୁକ୍ତ ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.