ETV Bharat / business

କୋଏମ୍ବଟୁରରେ ଇଣ୍ଡିଗୋ ଯାତ୍ରୀ କୋରୋନା ପଜିଟିଭି ଚିହ୍ନଟ - ଇଣ୍ଡିଗୋ ଯାତ୍ରୀ

ଇଣ୍ଡୋଗୋ ଯାତ୍ରୀ କେରୋନା ପଜେଟିଭ ଚିହ୍ନଟ । ସୋମବାର ଉଡାଣ ସେବା ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ..

IndiGo passenger
କୋୟମ୍ବଟୁରରେ ଇଣ୍ଡିଗୋ ଯାତ୍ରୀ କୋରୋନା ପଜେଟିଭି ଚିହ୍ନଟ
author img

By

Published : May 26, 2020, 6:10 PM IST

କୋଏମ୍ବାଟୁର: ଇଣ୍ଡିଗୋ ଯାତ୍ରୀ କୋରୋନାରେ ଆକ୍ରାନ୍ତ । ଚେନ୍ନାଇରୁ କୋଏମ୍ବଟୁର ଯାଉଥିବା ଇଣ୍ଡିଗୋ ଉଡାଣ ସଂଖ୍ୟା 6E 381 ମଧ୍ୟରେ ଜଣେ 24 ବର୍ଷୀୟ ଯୁବକ କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି।

ଚେନ୍ନାଇରୁ କୋଏମ୍ବାଟୁର ପହଞ୍ଚିବା ପରେ ଯାତ୍ରୀଙ୍କ ବାଧ୍ୟତାମୂଳକ ପରୀକ୍ଷଣ ଚାଲିଥିଲା ସଂକ୍ରମିତ ଯାତ୍ରୀଙ୍କ ସ୍କ୍ରିନିଂ ସମୟରେ ସେ ପଜିଟିଭି ଚିହ୍ନଟ ମିଳିଥିଲେ । ପରେ ତୁରନ୍ତ ଆକ୍ରାନ୍ତଙ୍କୁ ଇଏସଆଇ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସେମାନଙ୍କର ଟେଷ୍ଟ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଯେ ସୋମବାର ଠାରୁ ଘରୋଇ ଯାତ୍ରୀ ଉଡାଣ ସେବା ପୁନଃ ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଏୟାରଲାଇନ୍ସ ପରିଚାଳନା ବନ୍ଦ ରହିଥିଲା । ସୋମବାର ମୋଟ 823 ଘରୋଇ ଉଡାଣ ପରିଚାଳନା ଆରମ୍ଭ କରାଯାଇଛି । ଯେଉଁଥିରେ 58,318 ଯାତ୍ରୀ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.