ETV Bharat / business

ଅଶୋଧିତ ତୈଳ ଶସ୍ତା: ଭାରତ କେତେ ଟଙ୍କା ସଞ୍ଚିବ? ଜାଣନ୍ତୁ..

author img

By

Published : Apr 22, 2020, 5:13 PM IST

କମୁଛି ଅଶୋଧିତ ତୈଳ । ଏହାର ପ୍ରଭାବରେ ହ୍ରାସ ପାଉଛି ଆମଦାନୀ ଖର୍ଚ୍ଚ । ତେବେ ଆପଣ ଜାଣନ୍ତି କି ଅଶୋଧିତ ତୈଳ ବ୍ୟାରେଲ ପିଛା 1 ଡଲାର ଶସ୍ତା ହେଲେ ଭାରତ ପାଖରେ କେତେ ଟଙ୍କା ସଞ୍ଚୟ ହୁଏ ? ଅଧିକ ପଢନ୍ତୁ..

oil price collapse to any big drop in fuel prices in india
ଅଶୋଧିତ ତୈଳ ଶସ୍ତା: ଭାରତ କେତେ ଟଙ୍କା ସଞ୍ଚିବ? ଜାଣନ୍ତୁ..

ନୂଆଦିଲ୍ଲୀ: ନେଗେଟିଭ ଜୋନରେ ଅଶୋଧିତ ତୈଳ । ସେ ବି 34 ବର୍ଷରେ ପ୍ରଥମ ଥର । ଆମେରିକା ବେଞ୍ଚମାର୍କ କ୍ରୁଡ ୱେଷ୍ଟ ଟେକ୍ସସ ଇଣ୍ଚରମିଡିଏଟ(ଡବ୍ଲୁ୍ୟଟିଆଇ) ଦରରେ ସର୍ବାଧିକ ହ୍ରାସ ଦେଖାଦେିଛି ।

କୋରୋନା ଭାଇରସ ପ୍ରକୋପକୁ ରୋକିବା ପାଇଁ ଜାରି ଲକଡାଉନ ଯୋଗୁଁ ଚାହିଦା ପ୍ରବଳ ମାତ୍ରାରେ ହ୍ରାସ ପାଇଛି । ଫଳରେ ଡବ୍ଲୁ୍ୟୁଟିଆଇ ଫ୍ୟୁଚର ପ୍ରାଇସ ବ୍ୟାରେଲ ପିଥା 37 ଡଲାରରେ ପହଞ୍ଚିଛି । ହେଲେ ଏହାର ଫାଇଦା ଭାରତକୁ ମିଳିବ ନାହିଁ । କାରଣ ଭାରତ ବ୍ରେଣ୍ଚ କ୍ରୁଡ ଆଣିଥାଏ । ଆଉ ଏବେ ବ୍ରେଣ୍ଟ କ୍ରୁଡ ତେଲ ବ୍ୟାରେଲ ପିଛା 25 ଡଲାର ପାଖାପାଖି ରହିଛି ।

ଭାରତ ନିଜ ଅଶୋଧିତ ତୈଳ ଚାହିଦାର 85 ପ୍ରତିଶତ ଆମଦାନୀ କରିଥାଏ । ଏଣୁ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 1 ଡଲାର କମିଲେ ଭାରତକୁ 29,000 କୋଟି ଡଲାର ପ୍ରଫିଟ ହୁଏ । ଏହି ହିସାବରେ ଆମଦାନୀ ଖର୍ଚ୍ଚ କମିଥାଏ । ଯାହା ଦ୍ବାରା ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ସମ୍ଭାବନା ଅଧିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.