ETV Bharat / business

ଏଣିକି ବ୍ୟାଙ୍କ ମାମଲାରୁ ଦୂରେଇ ରହିବ CBI

author img

By

Published : Dec 28, 2019, 6:16 PM IST

ସିବିଆଇ ପାଖକୁ ଯିବ ନାହିଁ ବ୍ୟାଙ୍କ ମାମଲା । ଶନିବାର ବ୍ୟାଙ୍କ ପ୍ରମୁଖଙ୍କ ସହ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

no case from banks will go to cbi directly
ବ୍ୟାଙ୍କ ମାମଲାରୁ ଦୂରେଇ ରହିବ ସିବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସହ ଜଡିତ ମାମଲା ସିବିଆଇ (କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି)ରେ ଦାଖଲ ହେବ ନାହିଁ । ଶନିବାର ବ୍ୟାଙ୍କ ପ୍ରମୁଖଙ୍କ ସହ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

no case from banks will go to cbi directly
ବ୍ୟାଙ୍କ ପ୍ରମୁଖ ଅର୍ଥମନ୍ତ୍ରୀ ବୈଠକ

ଏହା ଅନୁଯାୟୀ ବ୍ୟାଙ୍କ ବିନା ଅନୁମତିରେ କୌଣସି ମଧ୍ୟ ମାମଲା ସିବିଆଇ ପାଖକୁ ଯିବ ନାହିଁ । ଏ ସମ୍ବନ୍ଧରେ ସିବିଆଇ ନିର୍ଦ୍ଦେଶକ ଦେଶର ସମସ୍ତ ବ୍ୟାଙ୍କର ପ୍ରମୁଖଙ୍କୁ ଭେଟି ସେମାନଙ୍କୁ ଆଶ୍ବସ୍ତ କରିବେ । ତେବେ ବର୍ତ୍ତମାନ ଅଭିଯୋଗ ନେଇ ବ୍ୟାଙ୍କଙ୍କୁ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗତିକୁ ବଢାଇବାକୁ ହେବ ।

ଏହା ବ୍ୟତିତ ବ୍ୟାଙ୍କ ଯେପରି ବେକାର ଚିନ୍ତା ନ କରିବ , ସେଥିପାଇଁ ଅର୍ଥମନ୍ତ୍ରୀ ଇଡି, ଡିଆରଆଇ, ଆୟକର ଓ ସୀମା ଶୁଳ୍କ ବିଭାଗ ସହ ବୈଠକ କରିବ । ଅର୍ଥମନ୍ତ୍ରୀଙ୍କ ଏ ନିଷ୍ପତ୍ତି ଯୋଗୁଁ ବ୍ୟାଙ୍କିଙ୍ଗ ସେକ୍ଟରୁ ଆଶ୍ବସ୍ତି ମିଳିଛି ।

ପ୍ରକାଶ ଯେ, ବିଭିନ୍ନ ମାମଲାରେ ସିବିଆଇର ଦଖଲ ଯୋଗୁଁ ବ୍ୟାଙ୍କକୁ ବହୁତ ପ୍ରକାର ସମସ୍ୟା ଭୋଗିବାକୁ ପଡିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.