ETV Bharat / business

ବଜେଟରେ ରିଅଲ-ଇଷ୍ଟେଟକୁ ପାୱାର, ଶସ୍ତାରେ ମିଳିବ ଘର

ସମସ୍ତଙ୍କୁ ଘର । ବାସହରାଙ୍କୁ ମିଳିବ ଛାତ । 2022 ସୁଦ୍ଧା ସରକାର ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ବଜେଟରେ ଆଣିପାରନ୍ତି ଏକ ବିଶେଷ ପ୍ୟାକେଜ । ଗୃହ ବୀମା ଉପରେ ଟିକସ ରିହାତି ଓ ରିଅଲ ଇଷ୍ଟେଟକୁ ଅଗ୍ରାଧୀକାର ନେଇ ଚାଲିଛି ତର୍କ ବିତର୍କ ।

author img

By

Published : Jul 2, 2019, 7:11 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବଜେଟରେ ଘର କ୍ରୟ ଉପରେ ମିଳିପାରେ କିଛି ଖାସ । ଧିମେଇ ପଡିଥିବା ରିଅଲ ଇଷ୍ଟେଟକୁ ଆଶ୍ବସ୍ତି ଦେବେ ମୋଦି ସରକାର । ଓଡିଶା , କେରଳ ଓ ଚେନ୍ନାଇ ଭଳି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟ ଗୁଡିକ ପାଇଁ ଗୃହ ବୀମାରେ କର ରିହାତି ଅଧିକ ଲାଭପ୍ରଦ ହେବ ।

ସେହିପରି ନିର୍ମଳାଙ୍କ ବଜେଟ ପେଡିରେ ଘର ଋଣ ଉପରେ ଟିକସ ସ୍ଲାବକୁ କୋହଳ କରାଯାଇପାରେ । 65 ପ୍ରତିଶତ ଲୋକଙ୍କ କହିବା ଅନୁଯାୟୀ ଶସ୍ତା ହୋମ ଲୋନକୁ ପୋତ୍ସାହନ ଦେବା ଆବଶ୍ୟକ । 2 ଲକ୍ଷ ଋଣ ଉପରେ ଋଣ ରିହାତି ସୀମାକୁ ବଢାଇବାକୁ ସରକାରଙ୍କୁ ଆବେଦନ କରାଯାଇଛି ।

ପୂର୍ଣ୍ଣାଙ୍ଗ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ଯେପରି ସହାରଞ୍ଚଳର ଭିତ୍ତିଭୂମିର ବିକାଶ ସହ ପ୍ରତ୍ୟେକଙ୍କ ପାଖରେ ନିଜସ୍ବ ଘର ରହିପାରିବ । ପ୍ରକାଶ ଥାଉ କି, 2020 ସୁଦ୍ଧା 1 କୋଟି ଘର ନିର୍ମାଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ହରଦ୍ବୀପ ସିଂହ କହିଥିଲେ ।

ଦିନକୁ ଦିନ ଅସଖ୍ୟ ସଂଖ୍ୟାରେ ଠିଆହେଉଛି ବଡ ବଡ ଅଟ୍ଟାଳିକା । ହେଲେ ଏସବୁକୁ କିଣିବାକୁ ନାହାନ୍ତି ଗ୍ରାହକ । ମୋଟା କର ସାଙ୍ଗକୁ ଇଏମଆଇ ଉପରେ ସୁଧ ଟେନସନ । ଯେଉଁଥିପାଇଁ ହ୍ରାସ ପାଉଛି କାରବାର । ଏଥିଲାଗି ରିଅଲଇଷ୍ଟେଟକୁ ଦରକାର ବୁଷ୍ଟର ଡୋଜ ।

Intro:Body:

sdfsf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.