ETV Bharat / business

ଖୁବଶୀଘ୍ର ବଜାରକୁ ଆସିବ ଓଡିଆ ପୁଅଙ୍କ ହସ୍ତାକ୍ଷର ଥିବା ନୋଟ

ନୂଆ ରୂପରେ ନୂଆ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ସହ ମିଳିବ ନୋଟ । ନୋଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିଛବି ସହ ରହିବ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର । ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏହି ନୋଟ ଜାରି କରିବ ।

author img

By

Published : Feb 27, 2019, 7:03 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 100ଟଙ୍କିଆ ନୋଟର ହେବ ନବୀକରଣ । ନୂଆ ରୂପରେ ନୂଆ ଗଭର୍ଣ୍ଣରଙ୍କ ହସ୍ତାକ୍ଷର ସହ ମିଳିବ ନୋଟ । ନୋଟରେ ମହାତ୍ମାଗାନ୍ଧୀଙ୍କ ପ୍ରତିଛବି ସହ ରହିବ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର । ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏହି ନୋଟ ଜାରି କରିବ ।

ଏହି ନୂଆ 100 ଟଙ୍କିଆ ନୋଟର ରୂପରେଖ ପୂର୍ବ ଭଳି ଅର୍ଥାତ ଏବେ ଯାହା ରହିଛି ସେପରି ସମାନ ରହିବ । କେବଳ ହସ୍ତାକ୍ଷରରେ ପରିବର୍ତ୍ତନ କରାଯିବ ।

ପ୍ରକାଶ ଥାଉ ଯେ, ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଡିସେମ୍ବର 12 ତାରିଖରେ ଶକ୍ତିକାନ୍ତ ଦାସ ଆରବିଆଇର 25ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ । ସେ ପ୍ରଥମ ଓଡିଆ , ଯିଏ ଏହି ପଦବୀର କାର୍ଯ୍ୟଭାର ତୁଲାଉଛନ୍ତି ।

ସ୍କ ଗ ଏକ୍ସପ୍ରେସ ରହଣି ଦାବିରେ ସଇଁତଳା ରେ ରେଳ ରୋକୋ ଆନ୍ଦୋଳନ, ଅଟକିଛି ଇସ୍ପାତ ଓ ଏକ ମଲଗାଡି
ରିପୋର୍ଟ୍ ଶେଖ୍ ମହମ୍ମଦ ୱାହିଦ୍ଦ
ସ୍ଥାନ ବଲାଙ୍ଗିର
ତାରିଖ ୨୬_୨_୧୯
ଫର୍ମାଟ ଏଭୀ ଓ
ଏଙ୍କର୍
       ବଲାଙ୍ଗିର ସଇଁତଳା ଠାରେ ଆଜି ରେଳ ରୋକ୍ ଆନ୍ଦୋଳନ କରାଯାଇଛି । ସଇଁତଳା ଠାରେ ଏକ୍ସପ୍ରେସ ଟ୍ରେନ ରହଣୀ ଦାବିରେ ଏଠି ଆନ୍ଦୋଳନ ଚାଲିଛି । ସଇଁତଳା ବିକାଶ ପରିଷଦ ସଂଗଠନ ର ଆହ୍ୱାନ କ୍ରମେ ଏଠି ସଇଁତଳା ଓ ଆଖ୍ ପାଖ ଗ୍ରାମର ଶତାଧିକ ଲୋକେ ଏହି ଆନ୍ଦୋଳନରେ ଆଜି ସାମିଲ୍ ହୋଇ ସଇଁତଳା ରେଳ ଷ୍ଟେସନ ରେ ଆନ୍ଦୋଳନ କରୁଛନ୍ତି । ଯେଉଁଥିରେ ଏମାନେ ଷ୍ଟେସନରେ ରେଳ ଲାଇନ୍ ଉପରେ ଧାରଣା ଦେବା ସହ ଟିଟିଲାଗଡ ପଟୁ ଆସୁଥିବା ଟିଟିଲାଗଡ କୋଲକାତା ଇସ୍ପାତ ଟ୍ରେନ ଓ ଏକ ମାଳ ଗାଡ଼ି କୁ ଷ୍ଟେସନ ରେ ଅଟକ ରଖିଛନ୍ତି । ତେବେ ଦୀର୍ଘ ପାଞ୍ଚ ଘଣ୍ଟା ହେବ ଟ୍ରେନ ସବୁ ଅଟକି ଥିବା ବେଳେ ଯାତ୍ରୀ ନାହିଁ ଥିବା ଅସୁବିଧା ଭୋଗ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ରେଳ ବିଭାଗ ଓ ପ୍ରଶାସନ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ଜାରି ରଖି ଥିବା ବେଳେ ଏବେବି ଆନ୍ଦୋଳନ ଜାରି ରହିଛି । ତେବେ ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ଓ ଆଗକୁ ଦରକାର ପଡ଼ିଲେ ଏହି ଆନ୍ଦୋଳନ ତୀବ୍ର ତର ହେବ ବୋଲି ଆନ୍ଦୋଳନ କାରୀ କହିଛନ୍ତି। 
Visual in ftp

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.