ETV Bharat / business

ସିବିଡିଟି ପ୍ରହାର, ଫସିଲେ ବି-ବର୍ଗ ଟିକସ ଖିଲାପକାରୀ - tax

ସିବିଡିଟି ସନ୍ଦେହରେ ଟିକସ ଠକ। ଜୋରିମାନା ନାଁରେ ଆଉ ମିଳିବନି ମୁକ୍ତି। ସୋମବାର ଏ ନେଇ ଦିଶା ନିର୍ଦ୍ଦେଶ ଜାରି କରି ସିବିଡିଟି ଆୟକର ନିୟମରେ ପରିବର୍ତ୍ତନ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 18, 2019, 10:56 AM IST

ନୂଆଦିଲ୍ଲୀ: ଟିକସ ଖିଲାପକାରୀ ମୁଣ୍ଡରେ ବଡ ଚଡକ । ସୋମବାର ଠାରୁ ଲାଗୁ ହୋଇଛି ନୂଆ ଆୟକର ନିୟମ। ମନି-ଲଣ୍ଡ୍ରି, ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ, ଭ୍ରଷ୍ଟାଚାର, ବେଆଇନ ଜବରଦଖଲ ଓ ବିଦେଶରେ ରଖିଥିବା କଳାଧନ ଆଦି ମାମାଲରେ ଆଉ ଟିକସ ଦେଇ ଖସିପାରିବେନି । ଅପରାଧିକ ଆଇନ ଅଧିନରେ ହେବ ମାମଲା ରୁଜୁ ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ କମ୍ପାଉଣ୍ଡିଂ ଅଫ ଅଫେନ୍ସେସ ଡାଇରେକ୍ଟ ଟ୍ୟାକ୍ସ ଇ ଉପରେ 32 ପୃଷ୍ଠାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ସ୍ପଷ୍ଟ କରାଯାଇଛି ଯେ, କର ଠକେଇ ମାମଲାରେ ମୋଟା ଅଙ୍କର ଟିକସ ଦେଇ କେହି ଖସିପାରିବେ ନାହିଁ। ବିଦେଶରେ କଳାଧନ ଛପାଇ ରଖିଥିବା ହାଇପ୍ରୋଫାଲ କର ଚୋର ଏହି ଶ୍ରେଣୀ ଅନ୍ତଭୁକ୍ତ ।

ଜୁନ 17ରେ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହା ପରେ ଆସିଥିବା ସମସ୍ତ କମ୍ପାଉଣ୍ଡିଂ ଆବେଦନ ଉପରେ ଏହାକୁ ଲାଗୁ କରାଯିବ। ଏନେଇ ସର୍ବସାଧାରଣରେ ତଥ୍ୟ ଦେବାକୁ ସିବିଡିଟି ତାର ଅଧିକାରୀଙ୍କୁ ସୂଚନା ଦେଇଛି। ଧାରା 279(2) ଅନୁଯାୟୀ ଏଭଳି ମାମଲାର ସମାଧାନ କରାଯିବ।

ଭୁବନେଶ୍ୱର:ଚମତ୍କାର ନୃତ୍ୟ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ନୃତ୍ୟଶିଳ୍ପୀମାନେ।ବିଭିନ୍ନ ଭାବ ଭଙ୍ଗୀ ସହିତ ଭଗବାନଙ୍କ ଅର୍ଚ୍ଚନା କରୁଥିବା ନୃତ୍ୟାର୍ଚ୍ଚନା ର ଶିଳ୍ପୀମାନେ ଦର୍ଶକଙ୍କ ଭରପୁର ମନୋରଞ୍ଜନ ପ୍ରଦାନ କରିବା ସହିତ ମନ୍ତ୍ରମୁଗ୍ଧ କରିବାରେ ସଫଳ ହୋଇଛନ୍ତି।
   ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ପକ୍ଷରୁ    ସ୍ଥାନୀୟ   ରବିନ୍ଦ୍ରମଣ୍ଡପ ରେ ଆୟୋଜିତ ଉତ୍ସବରେ ମର୍ଦଳ ବାଦକ ଧନେଶ୍ୱର ସ୍ୱାଇଁ ଙ୍କୁ  ଦେବା ପ୍ରସାଦ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହା ସହିତ ମନୋରଞ୍ଜନ ପ୍ରଧାନ,ମିନତୀ ପ୍ରଧାନ,ସୋନାଲି ମହାପାତ୍ର,ଲିମା ଦାସ ଓ ସଂଗୀତା ଆଇଚ ଭୌମିକ ପ୍ରଭୁତିଙ୍କୁ ନୃତ୍ୟାର୍ଚ୍ଚନା ସମ୍ମାନରେ ସମ୍ମାନିତ କରାଯାଇଛି।ଅନୁଷ୍ଠାନ ର ସମ୍ପାଦକ ସୁରେଶ କୁମାର ଖୁଣ୍ଟିଆଙ୍କ ତତ୍ୱାବଧନ ରେ ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନ ର କଳାକାରଙ୍କ ସମେତ ବିଶିଷ୍ଟ ନୃତ୍ୟଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଡ଼ଃ ମୃତ୍ୟୁଞ୍ଜୟ ରଥ।
Laxmikanta Das
Bhubaneswar
Visual already sent by WhatsApp
Byte-Suresh Ku khuntia

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.