ETV Bharat / business

ଗତ 5 ବର୍ଷରେ 2.4 ଗୁଣା ବଢିଛି ଧାନର ଏମଏସପି

ଅର୍ଥ ମନ୍ତ୍ରଣାଳୟ କହିଛି ଯେ, 2009-10 ରୁ 2013-14 ଅବଧି ତୁଳନାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଧାନ ପାଇଁ ଚାଷୀଙ୍କୁ ଏମଏସପି ଦେୟ 2.4 ଗୁଣ ବୃଦ୍ଧି କରାଯାଇଛି। ଅଧିକ ପଢନ୍ତୁ..

author img

By

Published : Sep 20, 2020, 7:48 PM IST

ଗତ 5 ବର୍ଷରେ ଧାନର ଏମଏସପି 2.4 ଗୁଣା ବଢିଛି
ଗତ 5 ବର୍ଷରେ ଧାନର ଏମଏସପି 2.4 ଗୁଣା ବଢିଛି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଅଧିନରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ 5 ବର୍ଷରେ ଧାନ, ଗହମ, ଡାଲି, ତୈଳବୀଜ ଏବଂ ଶସ୍ୟର ଏମଏସପି ବଢିଥିବା ଦର୍ଶାଯାଇଛି ।

ବିଶେଷ କରି ଗତ 5 ବର୍ଷରେ ଧାନ ଏମଏସପି 2.4 ଗପଣା ବୃଦ୍ଧି ପାଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି । ସେହିଭଳି ଗବମ ଏମଏସପି 1.7 ଗୁଣା , ଡାଲି ଏମଏସପି 75 ଗୁଣା ବଢିଛି । ଯାହାକି 2009-10ରୁ 2013-14 ବର୍ଷ ତୁଳନାରେ ଯଥେଷ୍ଟ ଅଧିକ । ଗତ 5 ବର୍ଷରେ 4.95 ଲକ୍ଷ କୋଟି ଟଙ୍କାର ଏମଏସପି ପେମେଣ୍ଟ କରାଯାଇଛି।

ଡାଲି ପାଇଁ ଚାଷୀଙ୍କୁ ପ୍ରଦାନ ଏମଏସପି ଦେୟ ସବୁଠାରୁ ଅଧିକ ବୃଦ୍ଧି ପାଇଛି । 2009-10 ରୁ 2013-14 ଅବଧି ତୁଳନାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା 75 ଗୁଣ ବୃଦ୍ଧି ପାଇଛି। ଏଥିପାଇଁ ଗତ 5 ବର୍ଷ 49,000 କୋଟି ଟଙ୍କା ଏମଏସପି ପେମେଣ୍ଟ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.