ETV Bharat / business

ଆଜିର ବଜାର ହାଲଚାଲ ଉପରେ ପକାନ୍ତୁ ନଜର...

author img

By

Published : Jun 19, 2020, 8:13 PM IST

ଲଗାତାର ଦ୍ବିତୀୟ ଦିନ ଧରି ବଜାରରେ ଅଭିବୃଦ୍ଧି ଜାରି । କାରବାର ସପ୍ତାହର ଶେଷ ଦିନ ଶୁକ୍ରବାର ସେନସେକ୍ସ 524 ପଏଣ୍ଟ ଉଛୁଳିଥିଲା ବେଳେ 34,731.73 ରେ ବନ୍ଦ ହୋଇଛି ।

ଆଜିର ବଜାର ହାଲଚାଲ ଉପରେ ପକାନ୍ତୁ ନଜର...
Market Roundup

ହାଇଦ୍ରାବାଦ: ଲଗାତାର ଦ୍ବିତୀୟ ଦିନ ଧରି ବଜାରରେ ଅଭିବୃଦ୍ଧି ଜାରି । କାରବାର ସପ୍ତାହର ଶେଷ ଦିନ ଶୁକ୍ରବାର ସେନସେକ୍ସ 524 ପଏଣ୍ଟ ଉଛୁଳିଥିଲା ବେଳେ 34,731.73 ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 152.75 ପଏଣ୍ଟ ବଢି 10,244.40 ରେ କାରବାର ଶେଷ କରିଛି ।

ସାପ୍ତାହିକ ଆଧାରରେ ସେନସେକ୍ସ 950.85 ପଏଣ୍ଟ ଓ ନିଫ୍ଟି 271.50 ପଏଣ୍ଟ ଲାଭରେ ରହିଛି । ସେପଟେ ଆଜିକୁ ଲଗାତାର 13 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ବଢିଛି । ଏଥିସହ ସୁନା ଦାମ 10 ଗ୍ରାମ ପିଛା 47,460ଟଙ୍କା ଅଛି ।

ତେବେ ଦେଖନ୍ତୁ ଆଜିର ବଜାର ସମ୍ପର୍କରେ ସମ୍ପୂର୍ଣ୍ଣ ଡିଟେଲ୍ସ ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.