ETV Bharat / business

ଶସ୍ତା ହେଲା ଏଲପିଜି ସିଲିଣ୍ଡର - ଆଇଓସିଏଲ

ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଲଗାତାର ଦ୍ବିତୀୟ ମାସରେ ଶସ୍ତା ହେଲା ଅଣସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର । ଏଣିକି 14.2 କେଜି ରନ୍ଧନ ଗ୍ୟାସ ପିଛା 62 ଟଙ୍କା 50 ପଇସା ହ୍ରାସ ପାଇ 574.50 ଟଙ୍କାରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 1, 2019, 7:09 PM IST

ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ମାସରେ ଶସ୍ତା ହେଲା ଅଣସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର । ବୁଧବାର ଅଣସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ପିଛା 62 ଟଙ୍କା ୫୦ ପଇସା ହ୍ରାସ ପାଇଛି । ଫଳରେ ଏବେ 14.2 କେଜି ରନ୍ଧନ ଗ୍ୟାସ ଦାମ 574.50 ଟଙ୍କାରେ ପହଞ୍ଚିଛି । ଗ୍ୟାସ କମ୍ପାନୀ ଆଇଓସିଏଲ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଦର ହ୍ରାସ ପାଇଥିବାରୁ ଭାରତରେ ଏହାର ପ୍ରଭାବ ଦେଖାଦେଇଛି ।

ଏହା ପୂର୍ବରୁ ଜୁଲାଇ ଆରମ୍ଭରେ ବିନା ସବସିଡି ଏଲପିଜି ଦାମ ପିଛା 100 ଟଙ୍କା 50 ପଇସା କମି 637 ଟଙ୍କା ରହିଥିଲା । ତେବେ ବିନା ସବସିଡି ସିଲିଣ୍ଡର ଦାମ ହ୍ରାସର ପ୍ରଭାବ ସବହସିଡି ସିଲିଣ୍ଡର ଉପରେ ମଧ୍ୟ ପଡିବ ବୋଲି ଜଣାପଡିଛି ।

ଯେଉଁମାନେ ସବସିଡି ଅନ୍ତର୍ଭୁକ୍ତ ନୁହନ୍ତି ତଥା 12ଟି ବିନା ସବସିଡି ସିଲିଣ୍ଡରର ଉପଯୋଗ କରିସାରିଥିବେ । ସେମାନେ ବିନା ସବସିଡରେ ଏଲପିଜି ସିଲିଣ୍ଡରର ବ୍ୟବହାର କରିଥାନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.