ETV Bharat / business

ଲକଡାଉନ ଯୋଗୁଁ ଶ୍ରମିକଙ୍କ ମଧ୍ୟରେ ଦାରିଦ୍ର୍ୟତା ଓ ଦୁର୍ବଳତା ବଢିବ: ILO - worsening poverty

କୋରୋନା କଟକଣା ଯୋଗୁଁ ସମଗ୍ର ବିଶ୍ବରେ ଅର୍ଥବ୍ୟବସ୍ଥା ଏକ ପ୍ରକାର ଠପ ହୋଇପଡିଛି । ଏଥିଯୋଗୁଁ ଦୁନିଆର 2 ଅରବ ଅଣଔପଚାରିକ ଅର୍ଥବ୍ୟବସ୍ଥା ଶ୍ରମିକଙ୍କ ମଧ୍ୟରୁ 1.6 ବିଲିୟନ ଲକଡାଉନ ଓ ପ୍ରତିବନ୍ଧକ ଉପାୟ ଦ୍ବାରା ପ୍ରଭାବିତ । ଅଧିକ ପଢ଼ନ୍ତୁ...

worsening poverty
ଲକଡାଉନ ଯୋଗୁଁ ଶ୍ରମିକଙ୍କ ମଧ୍ୟରେ ଦାରିଦ୍ର୍ୟତା ଓ ଦୁର୍ବଳତା ବଢିବ :ILO
author img

By

Published : May 9, 2020, 10:07 PM IST

ଜେନିଭା: କୋଭିଡ-19 ଓ ଏହାର ପ୍ରତିକାର ପାଇଁ ଜାରି ଲକଡାଉନ ଆଦି ଉପାୟ ଦ୍ବାରା ଅର୍ଥବ୍ୟବସ୍ଥା ବିଗିଡିଯାଇଛି । ଏଥିଯୋଗୁଁ ଗରିବ ସ୍ତର 56 ପ୍ରତିଶତ ବୃଦ୍ଧି ନେଇ ଆଶଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ(ଆଇଏଲଓ) ଦ୍ବାରା ଜାରି ଏଖ ନୂଆ ବ୍ରେକିଙ୍ଗ ପେପରରେ ଏ ନେଇ ପ୍ରକାଶ କରାଯାଇଛି ।

କୋରୋନା କଟକଣା ଯୋଗୁଁ ସମଗ୍ର ବିଶ୍ବରେ ଅର୍ଥବ୍ୟବସ୍ଥା ଏକ ପ୍ରକାର ଠପ ହୋଇପଡିଛି । ଏଥିଯୋଗୁଁ ଦୁନିଆର 2 ଅରବ ଅଣଔପଚାରିକ ଅର୍ଥବ୍ୟବସ୍ଥା ଶ୍ରମିକଙ୍କ ମଧ୍ୟରୁ 1.6 ବିଲିୟନ ଲକଡାଉନ ଓ ପ୍ରତିବନ୍ଧକ ଉପାୟ ଦ୍ବାରା ପ୍ରଭାବିତ ।

ଅଧିକାଂଶ ଶ୍ରମିକ ହାର୍ଡ-ହିଟ ସେକ୍ଟର କିମ୍ବା କ୍ଷୁଦ୍ର ୟୁନିଟରେ କାମ କରୁଛନ୍ତି । ହେଲେ ଏବେ ଲକଡାଉନ ଯୋଗୁଁ ସବୁ ବନ୍ଦ । ଏପଟେ ଖାଦ୍ୟ ସେବା, ହୋଲସେଲ ଓ ଖୁଚୁରା କାରବାର ଆଦି ପାଇଁ ଉତ୍ପାଦନ କରୁଥିବା 500ମିଲିୟନରୁ ଅଧିକ କୃଷକ ମଧ୍ୟ କ୍ଷତି ସହୁଛନ୍ତି ।

ରିପୋର୍ଟରେ କୁହାଯାଇଛି, ଅଧିକ ବିପଦ ଘେରରେ ରହିଥିବା ସେକ୍ଟରର ମହିଳା ବିଶେଷ କରି ଅଧିକ ପ୍ରଭାବିତ ହେଉଛନ୍ତି । ଏହା ବ୍ୟତିତ ଏହି ଶ୍ରମିକଙ୍କୁ ନିଜ ପରିବାର ମୁହଁରେ ଦାନ ଦେବା ପାଇଁ କାମ କରିବା ଜୁରୁରୀ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.