ETV Bharat / business

ଶୀଘ୍ର ଏମକେସିଜିରେ କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ - MKCG Medical College and Hospital

ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲରେ ଶୀଘ୍ର କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏଥିପାଇଁ ସରିଛି ସବୁ ପ୍ରସ୍ତୁତି । ଅଧିକ ପଢନ୍ତୁ..

ଶ୍ରୀଘ୍ର ଏମକେସିଜିରେ କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ

author img

By

Published : May 12, 2021, 9:16 PM IST

ବ୍ରହ୍ମପୁର: ଖୁବ୍ ଶ୍ରୀଘ୍ର ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଏଥିପାଇଁ ମେଡିକାଲ ପରିସରରେ ସ୍ଥାପନ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ।

ଶ୍ରୀଘ୍ର ଏମକେସିଜିରେ କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ
ଶ୍ରୀଘ୍ର ଏମକେସିଜିରେ କାର୍ଯ୍ୟକାରୀ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ଏ ନେଇ ପୂର୍ବରୁ ଆରମ୍ଭ ହୋଇଥିବା ଯୋଜନା ମୁତାବକ ଲିକ୍ୟୁଡ ଅକ୍ସିଜେନ୍ ଟ୍ୟାଙ୍କର ଏମ୍.କେ.ସି.ଜି ପରିସରରେ ଆସି ପହଞ୍ଚିଛି । ଏହାର ସ୍ଥାପନ ପାଇଁ ବୈଷୟିକ ଟିମ୍ କୁ ଅପେକ୍ଷା କରାଯାଇଥିଲା । ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମ୍.କେ.ସି.ଜି କୁ ଆସିଥିବା ଅକ୍ସିଜେନ୍ ପ୍ଲାଣ୍ଟକୁ ମେଡିକାଲ ପରିସରରେ ସ୍ଥାପନ ହୋଇଛି ।

ଏହା ଖୁବ୍ ଶ୍ରୀଘ୍ର କାର୍ଯ୍ୟକାରୀ ହେବ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.