ETV Bharat / business

‘7 କୋଟି ଟ୍ରେଡର୍ସଙ୍କୁ ଭୋକାଲ ଫର ଲୋକାଲର ଆମ୍ବାସଡର କରାଯାଉ’

author img

By

Published : Oct 9, 2020, 7:31 PM IST

ଦେଶରେ ପ୍ରତ୍ୟେକ ବ୍ୟବସାୟୀ ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭର ଭାରତ ପାଇଁ ବ୍ରାଣ୍ଡ ଆମ୍ବାସଡର ହୋଇପାରିବେ । ଏ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି । ଅଧିକ ପଢନ୍ତୁ..

7 କୋଟି ଟ୍ରେଡର୍ସଙ୍କୁ ‘ ଭୋକାଲ ଫର ଲୋକାଲ’ର ଆମ୍ବାସେଡର କରାଯାଉ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ବ୍ୟବସାୟୀ ‘ଭୋକାଲ ଫର ଲୋକାଲ’ର ବ୍ରାଣ୍ଡ ଆମ୍ବାସଡର ହୋଇପାରେ । ଏନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।

ସ୍ଥାନୀୟ ଲୋକଙ୍କ ପାଇଁ ଭୋକାଲ ଫର ଲୋକାଲର ଏଜେଣ୍ଡାକୁ ଆଗକୁ ବଢାଇବାରେ ଖୁଚୁରା ବ୍ୟବସାୟୀଙ୍କ ଦ୍ବାରା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ହୋଇଛି । ଏହା ଉପରେ ଦୃଷ୍ଟି ରଖି ଖଣ୍ଡେଲୱାଲ କହିଛନ୍ତି କି , ‘‘ବ୍ୟବସାୟୀ ଏଠାରେ (ଆମ୍ବାସେଡର ଦିଗରେ) ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । କାରଣ ଭାରତର 130 କୋଟି ଲୋକଙ୍କ ବ୍ୟାପାରୀ ସହ ପ୍ରଥମ ସମ୍ପର୍କ ହୋଇଥାଏ ।

ସେ କହିଛନ୍ତି ଯେ, ‘‘ କୌଣସି ପ୍ରକାର ଆବଶ୍ୟକତା ପାଇଁ ପ୍ରଥମେ ଜଣେ ବ୍ୟବସାୟୀଙ୍କ ସମର୍କ କରାଯାଉଛି । ଆଉ ଆମ ପାଖରେ 7 କୋଟିରୁ ଅଧିକ ବ୍ୟବସାୟୀ ଅଛନ୍ତି । ଆଉ ସେମାନେ ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଦେଶରେ ପ୍ରତ୍ୟେକ ବ୍ୟବସାୟୀ ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭର ଭାରତ ପାଇଁ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ ।

ଆସୋସିଏଟେଡ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ (ଆସୋଚାମ) ଓ ITC ସନଫିଷ୍ଟରର ସିରିଜ ଲେକ୍ଚରର ତୃତୀୟ ସଂସ୍କରଣ ଶେଷ ହୋଇଛି । ଏହା ଆତ୍ମନିର୍ଭରଶୀଳ ଭାରତ - ଲୋକାଲ ଫର ଭୋକାଲ ଥିମ ଉପରେ 'ଗ୍ରାହକ ସ୍ବରର ଭୂମିକା' ଶୀର୍ଷକ ଉପରେ ଆଧାରିତ ଥିଲା |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.