ETV Bharat / business

ନିବେଶର ଗଡ ହେବ ଓଡିଶା, ବଢିବ ନିଯୁକ୍ତି

author img

By

Published : Sep 23, 2019, 2:06 PM IST

ଓଡିଶାରେ ପୁଞ୍ଜି ଲଗାଇବାକୁ ପ୍ରସ୍ତୁତ ଦକ୍ଷିଣ କୋରିଆ । କୃଷି, ମତ୍ସ୍ୟ ସମ୍ପଦ, ହଟି କଲଚର, ସେବା, ବିନିର୍ମାଣ ଆଦି ପ୍ରତିଟି କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ଦେଖାଇଛି ବହୁ ନାମୀଦାମୀ କୋରିଆନ କମ୍ପାନୀ । ଏ ନେଇ ସୋମବାର କୋରିଆର 46 ଜଣ ପ୍ରତିନିଧି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆହୁରି ମଜବୁତ ହେବ ରାଜ୍ୟ ଅର୍ଥନୀତି । ବଢିବ ନିବେଶ । ସବୁ ସେକ୍ଟରରେ ସୃଷ୍ଟି ହେବ ନିଯୁକ୍ତିର ସୁଯୋଗ । କାରଣ ଓଡିଶାରେ ପୁଞ୍ଜି ଲଗାଇବାକୁ ପ୍ରସ୍ତୁତ ଦକ୍ଷିଣ କୋରିଆ । କୃଷି, ମତ୍ସ୍ୟ ସମ୍ପଦ, ହଟି କଲଚର, ସେବା, ବିନିର୍ମାଣ ଆଦି ପ୍ରତିଟି କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ଦେଖାଇଛି ବହୁ ନାମୀଦାମୀ କୋରିଆନ କମ୍ପାନୀ । ଏ ନେଇ ସୋମବାର କୋରିଆର 46 ଜଣ ପ୍ରତିନିଧି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

H.E.shin bong kil ଙ୍କ ନେତୃତ୍ବରେ ପୁରା ଟିମ ବିଭିନ୍ନ ସେକ୍ଟରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା ବିର୍ମଷ କରାଯାଇଛି । ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଶିଳ୍ପ ସଚିବ ଉପସ୍ଥିତ ଥିଲେ ।

ତେବେ ରାଜ୍ୟର ପ୍ରମୁଖ 5ରୁ 6ଟି ସେକ୍ଟରରେ ନିବେଶ ହେବ । ଏହାଦ୍ବାରା ଅର୍ଥନୀତି ମଜବୁତ ହେବା ସହ ନିବେଶ ପାଇଁ ପ୍ରତିକୂଳ ଭିତ୍ତିଭୂମି ଭାବେ ଓଡିଶାର ସମ୍ଭାବନା ବୃଦ୍ଧି ପାଇବ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.