ETV Bharat / business

ମୁକ୍ତ ବ୍ୟାପର ବୁଝାମଣାର ସମୀକ୍ଷା: ASEANକୁ ମନେଇଲା ଭାରତ - asean members review fta

ଆର୍ଥିକ ମାନ୍ଦାବସ୍ଥା ଭିତରେ ଯୁଝୁଥିବା ଭାରତକୁ ବିଶ୍ବସ୍ତରରେ ମିଳିଛି ବଡ ଉପଲବ୍ଧି । 10 ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ସଂସ୍ଥା ASEANକୁ ମୁକ୍ତ ବ୍ୟାପର ବୁଝାମଣା(FTA) ସମୀକ୍ଷା ପାଇଁ ମନେଇଛି ଭାରତ ।

ଫାଇଲ ଫଟୋ
author img

By

Published : Sep 11, 2019, 5:39 PM IST

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଭିତରେ ଯୁଝୁଥିବା ଭାରତକୁ ବିଶ୍ବସ୍ତରରେ ମିଳିଛି ବଡ ଉପଲବ୍ଧି । 10 ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ସଂସ୍ଥା ASEANକୁ ମୁକ୍ତ ବ୍ୟାପର ବୁଝାମଣା(FTA) ସମୀକ୍ଷା ପାଇଁ ମନେଇଛି ଭାରତ । ଏପରିକି ବ୍ୟବସାୟ ପାଇଁ ଭାରତ ଅଧିକ ଅନୂକୂଳ ବୋଳି ସହମତି ଦେଇଛି ASEAN।

ଚଳିତ ସପ୍ତାହରେ ବ୍ୟାଙ୍କକରେ AEM(ଏସିଆନ ଇକୋନୋମିକ ମିନିଷ୍ଟର୍ସ) ଓ ଭାରତ ଆଲୋଚନା ପାଇଁ ଏକ ବୈଠକ ବସିଥିଲା । ଏଥିରେ ସମୀକ୍ଷା ବିବରଣୀରେ ସମୀକ୍ଷା ପାଇଁ ସହମତି ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ଲଗାତାର ଏନେଇ ପ୍ରୟାସ କରୁଥିଲା । ଯେପରି ASEAN ସହ ଏଫଟିଏ ସର୍ତ୍ତରେ ପରିବର୍ତ୍ତନ କରାଯିବ ସେଥିଲାଗି ଯୋଜନା ଚାଲିଥିଲା । ଆକଳନ ଅନୁଯାୟୀ , ASEAN ଦେଶ ସହ ମୁକ୍ତ ବ୍ୟାପର ବୁଝାମଣା ପରେ ଭାରତକୁ ଅଧିକ ଘାଟା ସହିବାକୁ ପଡିଥିଲା । ଯେଉଁଥିପାଇଁ ASEAN ସହ ହେଉଥିବା ବାଣିଜ୍ୟକ ବୁଝାମଣାରେ ଭାରତ ସଂସ୍କାର ଚାହୁଁଛି।

ନିକଟରେ ନୀତି ଆୟୋଗ ଏକ ଅଧ୍ୟଯନରେ କୁହାଯାଇଛି ଯେ, 2010-17 ମଧ୍ୟରେ ASEAN ଦେଶ ସହ ଭାରତର ବ୍ୟାପର ଘାଟା ଦୁଇଗୁଣା ବଢି 10 ଅରବ ଡଲାରରେ ପହଞ୍ଚିଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.