ETV Bharat / business

‘ଇଜ ଅଫ ଡୁଇଙ୍ଗ ବିଜନେସ’ ତାଲିକା, 63ତମ ସ୍ଥାନରେ ଭାରତ - ବ୍ୟବସାୟ ଅନୁକୂଳ ତାଲିକା

ଏଣିକି ଭାରତରେ ସହଜ ହେଲା ବ୍ୟବସାୟ । ବିଶ୍ବ ବ୍ୟାଙ୍କର 'ଇଜ ଅଫ ଡୁଇଙ୍ଗ ବିଜନେସ’ ତାଲିକାରେ 14ଟି ସ୍ଥାନ ଉପରକୁ ଚଢି 63 ପହଞ୍ଚିଲା ଭାରତ ।

ଡିଜାଇନ ଫଟୋ
author img

By

Published : Oct 24, 2019, 11:55 AM IST

Updated : Oct 25, 2019, 10:50 AM IST

ନୂଆଦିଲ୍ଲୀ: 'ଇଜ ଅଫ ଡୁଇଙ୍ଗ ବିଜନେସ’ ତାଲିକାରେ ଉଛୁଳିଲା ଭାରତ । 14ଟି ସ୍ଥାନ ଉପରକୁ ଚଢି 63 ପହଞ୍ଚିଲା ଭାରତ । ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଲଗାତାର 5 ଥର ଧରି ଭାରତ ଉପରକୁ ଉଠିଚାଲିଛି । 190 ଦେଶର ଏହି ତାଲିକାରେ ଗତ ବର୍ଷ ଭାରତ 77 ନମ୍ବରରେ ଥିଲା ।

India jumps 14 notches, ranked 63rd in Ease of Doing Business
ଇଜ ଅଫ ଡୁଇଙ୍ଗ' ବିଜନେସ ତାଲିକା

ବ୍ୟବସାୟ ଅନୁକୂଳ କ୍ଷେତ୍ରରେ ଦ୍ରୁତ ଗତିରେ ସୁଧୁରୁଥିବା ଶ୍ରେଷ୍ଠ 10 ଦେଶ ମଧ୍ୟରେ ଭାରତ ଅଛି । ଗତ 5 ବର୍ଷ ଭିତରେ ଭାରତ ରାଙ୍କିଙ୍ଗ 79 ସ୍ଥାନରୁ ବଢି ଆଜି 63ରେ ପହଞ୍ଚିଛି ।

ଦେବାଳିଆ ଶୋଧନ ପ୍ରକ୍ରିୟା, କଷ୍ଟ୍ରକ୍ସନ ପରମିଟ, ପ୍ରପର୍ଟି ରେଜିଷ୍ଟ୍ରେସନ, ବିଦେଶୀ ବ୍ୟାପାର, ଟିକସ ପ୍ରଣାଳୀ ଆଦି ଇଣ୍ଡିକେଟର୍ସରେ ଜବରଦସ୍ତ ସୁଧାର ଆସିଛି । ଯେଉଁଥିପାଇଁ ଭାରତ ନିବେଶ ଉପଯୋଗୀ ରାଷ୍ଟ୍ର ଭାବେ ମୁଣ୍ଡ ଟେକିଛି ।

63ତମ ସ୍ଥାନରେ ଭାରତ

ତେବେ ଆଗାମୀ ଭବିଷ୍ୟତରେ ଏହି ତାଲିକାର 50 ନମ୍ବରରେ ଭାରତକୁ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Last Updated : Oct 25, 2019, 10:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.