ETV Bharat / business

ମନି ଲଣ୍ଡ୍ରିଂ ମାମଲା, କୋର୍ଟଙ୍କ ଦ୍ବାରସ୍ଥ ହେଲା ICICI ବ୍ୟାଙ୍କ - ଆଇସିଆଇସିଆଇ ବ୍ୟାଙ୍କକୁ ଚନ୍ଦାଙ୍କ ଚ୍ୟାଲେଞ୍ଜ

ICICI ବ୍ୟାଙ୍କକୁ ଚ୍ୟାଲେଞ୍ଜ କରି ଯାଚିକା ଦାଖଲ କରିଛନ୍ତି ଚନ୍ଦା କୋଚ୍ଚର। ସେପଟେ ସେହି ଯାଚିକାକୁ ଖାରଜ ସହ ତାଙ୍କ ଠାରୁ ଟଙ୍କା ଆଦାୟ ପାଇଁ ବମ୍ବେ ହାଇକୋର୍ଟ ଦ୍ବାରସ୍ଥ ହୋଇଛି ବ୍ୟାଙ୍କ।

icici bank seeks recovery of amounts from chanda kochhar
ମନି ଲଣ୍ଡ୍ରିଂ ମାମଲା, କୋର୍ଟର ଦ୍ବାରସ୍ତ ହେଲା ICICI ବ୍ୟାଙ୍କ
author img

By

Published : Jan 14, 2020, 2:46 PM IST

ନୂଆଦିଲ୍ଲୀ: ଚନ୍ଦା କୋଚ୍ଚରଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଛି ICICI ବ୍ୟାଙ୍କ। ଜାନୁଆରୀ 10 ତାରିଖରେ ବ୍ୟାଙ୍କ ଟଙ୍କା ଆଦାୟ କରିବା ପାଇଁ ଅଭିଯୋଗ କରିଛି। ଏହା ସହ ICICI ବ୍ୟାଙ୍କ ବିରୋଧରେ ଚନ୍ଦା କରିଥିବା ଯାଚିକାକୁ ଖାରଜ ପାଇଁ ଆବେଦନ କରାଯାଇଛି।

ଏହାକୁ ବାଣିଜ୍ୟିକ ମୁଦ୍ଦା ଅନ୍ତର୍ଗତ ରିଲିଜ ପାଇଁ ବ୍ୟାଙ୍କ ଦାବି କରିଛି। ବ୍ୟାଙ୍କ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛି ଯେ, ଆଇସିଆଇସିଆଇ ଏକ ମାମଲା ରୁଜୁ କରିଛି। ଯେଉଁଥିରେ 2006 ଏପ୍ରିଲରୁ 2018 ପର୍ଯ୍ୟନ୍ତ ଚନ୍ଦା କୋଚ୍ଚରଙ୍କୁ ଦିଆଯାଇଥିବା ବୋନସକୁ ଫେରସ୍ତ ନେବା ପାଇଁ ଦାବି ହୋଇଛି।

କର୍ମଚାରୀଙ୍କୁ ଦିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ପ୍ରବନ୍ଧନ ରହିଛି। ଏହା ପଛରେ ପ୍ରଫିଟ କମ କିମ୍ବା କର୍ମଚାରୀଙ୍କ ଅନୈତିକ ଗତିବିଧିରେ ସାମିଲ ନେଇ ଜଣାପଡିବା ପରେ ଏହି ଆଇନକୁ ଲାଗୁ କରାଯାଇପାରିବ।

ତେବେ ଚନ୍ଦା କୋଚ୍ଚର ଦାଖଲ କରିଥିବା ଯାଚିକା ବିରୋଧରେ କୋର୍ଟ ସତ୍ୟପାଠ ଜାରି କରି ଟଙ୍କା ମାଗିଛି । ଏହି ଯାଚିକାରେ ଚନ୍ଦା, ବ୍ୟାଙ୍କର ଡିସମିସକୁ ଚ୍ୟାଲେଞ୍ଜ କରିଛନ୍ତି । ଚନ୍ଦାଙ୍କ କହିବା ଅନୁଯାୟୀ ସେ ନିଜ ପଦକୁ ସ୍ବେଚ୍ଚାକୃତ ଭାବେ ଛାଡିଥିଲେ । ହେଲେ ପରେ ତାଙ୍କୁ ଡିସମିସ କରାଗଲା । ଯାହାକି ଯୁକ୍ତିଯୁକ୍ତ ନୁହେଁ । ଏଭଳି ଭାବେ ବ୍ୟାଙ୍କ ଓ ଚନ୍ଦାଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.