ETV Bharat / business

ରିଲାଏନ୍ସ କ୍ୟାପିଟାଲର 6.43 ପ୍ରତିଶତ ସେୟାର କିଣିଲା ଏଚଡିଏଫସି - reliance capital

ଏଚଡିଏଫସି ଋଣ ବୋଝରେ ବୁଢିଥିବା ରିଲାଏନ୍ସ କ୍ୟାପିଟାଲ 6.43 ପ୍ରତିଶତ ସେୟାର କିଣିଛି । ରିଲାଏନ୍ସ କ୍ୟାପିଟାଲର ଏହି ସେୟାର ଏଚଡିଏଫସି ପାଖରେ ବନ୍ଧକ ରହିଥିଲା । ଅଧିକ ପଢନ୍ତୁ..

hdfc acquires 6.43 percent stake in reliance capital
ରିଲାଏନ୍ସ କ୍ୟାପିଟାଲର 6.43 ପ୍ରତିଶତ ସେୟାର କିଣିଲା ଏଚଡିଏଫସି
author img

By

Published : Apr 25, 2020, 6:37 PM IST

ନୂଆଦିଲ୍ଲୀ: ହାଉସିଂ ଲୋନ କାରବାରୀ ଏଚଡିଏଫସି ଋଣ ବୋଝରେ ବୁଡିଥିବା ରିଲାଏନ୍ସ କ୍ୟାପିଟାଲ 6.43 ପ୍ରତିଶତ ସେୟାର କିଣିଛି । ଶନିବା ଏ ନେଇ ଏଡିଏଫସି ପକ୍ଷରୁ କୁହାଯାଇଛି ।

ରିଲାଏନ୍ସ କ୍ୟାପିଟାଲର ଏହି ସେୟାର ଏଚଡିଏଫସି ପାଖରେ ବନ୍ଧକ ରହିଥିଲା । ତେବେ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ଏଚଡିଏଫସି ଏହି ସେୟାରକୁ ସର୍ତ୍ତ ସହ କିଣିଛି ।

ଏଚଡିଏଫସି ଲିମିଟେଡ ନିୟାମକ ସୂଚନାରେ କହିଛି ଯେ, କମ୍ପାନୀ ଏହି ସେୟାରଗୁଡିକର ବନ୍ଧକ ରଖି ସାମାନ୍ୟ କମର୍ସିଆଲ ଉପାୟରେ ଋଣ ନେଇଥିଲେ । ଏହାକୁ 10 ଟଙ୍କା ମୁଲ୍ୟରେ 25.27 କୋଟି ସେୟାର ଅଧିଗ୍ରହଣ କରିଛି ଏଚଡିଏଫସି । ଏହି ସେୟାରଗୁଡିକର ମୋଟ ମୁଲ୍ୟ 252 କୋଟି ଟଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.