ETV Bharat / business

ନୂଆ ବର୍ଷରେ ଖୁସିଖବର, ପୁଣି ଲକ୍ଷେ କୋଟି ଟିପିଲା ଜିଏସଟି ଆଦାୟ

ପୁଣି ଲକ୍ଷେ କୋଟି ଟଙ୍କା ପାର କଲା ଜିଏସଟି(ଦ୍ରବ୍ୟ ଓ ସେବା କର) ସଂଗ୍ରହ। ଡିସେମ୍ବରରେ 1,03,184 କୋଟି ଟଙ୍କା ରହିଛି। ଆର୍ଥିକ ମାନ୍ଦାବସ୍ଥା ଭିତରେ ଏଭଳି ଖବର ସରକାରଙ୍କୁ ଆଶ୍ବସ୍ତି ଦେଇଛି।

GST revenue mop-up rises to Rs 1.03 lakh crore in December
ନୂଆ ବର୍ଷରେ ଖୁସିଖବର, ପୁଣି ଲକ୍ଷେ କୋଟି ଟିପିଲା ଜିଏସଟି ଆଦାୟ
author img

By

Published : Jan 1, 2020, 5:28 PM IST

ନୂଆଦିଲ୍ଲୀ: ନୂଆବର୍ଷରେ ଡବଲ ଖୁସି। ପୁଣି ଲକ୍ଷେ କୋଟି ଟଙ୍କା ପାର କଲା ଜିଏସଟି(ଦ୍ରବ୍ୟ ଓ ସେବା କର) ସଂଗ୍ରହ। ନଭେମ୍ବରରେ ମଧ୍ୟ ଜିଏସଟି ଆଦାୟ 1,03,492 କୋଟି ଟଙ୍କା ରହିଥିଲା । ଯାହାକି ଡିସେମ୍ବରରେ 1,03,184 କୋଟି ଟଙ୍କା ରହିଛି । ଆର୍ଥିକ ମାନ୍ଦାବସ୍ଥା ଭିତରେ ଏଭଳି ଖବର ସରକାରଙ୍କୁ ଆଶ୍ବସ୍ତି ଦେଇଛି ।

ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ଦେଖିବାକୁ ଗଲେ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସ ଜିଏସଟି ଆଦାୟ ଲକ୍ଷେ କୋଟି ଟଙ୍କା ତଳକୁ ରହିଥିଲା । ଯେତେବେଳେ କି ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲରେ ଜିଏସଟି ଆଦାୟ ସର୍ବାଧିକ 1,13,865 କୋଟି ଟଙ୍କା ରହିଛି।

GST revenue mop-up rises to Rs 1.03 lakh crore in December
GST revenue mop-up rises to Rs 1.03 lakh crore in December

ପ୍ରକାଶ ଯେ, ଜିଏସଟି ଲାଗୁ ପରେ ଏହା 9ମ ଥର, ଯେବେ କର ସଂଗ୍ରହ ଲକ୍ଷେ କୋଟି ଟପିଛି। ବର୍ତ୍ତମାନ ଏହା 8.92 ପ୍ରତିଶତ ବଢି 1.03 ଲକ୍ଷ କୋଟି ରହିଥିଲେ ବି ସରକାରଙ୍କ ଲକ୍ଷ୍ୟ 1.10 ଲକ୍ଷ କୋଟିରୁ ବହୁତ କମ ରହିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.