ETV Bharat / business

ମାର୍ଚ୍ଚରେ ରାଜସ୍ବ ରେକର୍ଡ, ଲକ୍ଷେ କୋଟି ଟପିଲା ଜିଏସଟି ଆଦାୟ

ନିର୍ବାଚନ ପୂର୍ବରୁ ରାଜସ୍ବ ବୃଦ୍ଧି। ମାର୍ଚ୍ଚ ରେ ଲକ୍ଷେ କୋଟି ଟପିଛି ଜିଏସଟି ଆଦାୟ। ଫେବୃଆରୀରେ ଏହା 97,247 କୋଟି ଟଙ୍କା ରହିଥିଲା।

ପ୍ରତିକାତ୍ମକ ଫଟୋ
author img

By

Published : Apr 1, 2019, 6:52 PM IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ରାଜସ୍ବ ବୃଦ୍ଧି। ସର୍ବୋଚ୍ଚ ସ୍ତରରେ ଜିଏସଟି(ଦ୍ରବ୍ୟ ଓ ସେବା କର) କଲେକ୍ସନ। ଗତ ଆର୍ଥିକ ବର୍ଷର ଶେଷ ମାସ(ମାର୍ଚ୍ଚ)ରେ ଲକ୍ଷେ କୋଟି ଟପିଛି ଜିଏସଟି ଆଦାୟ। ଯଦିଓ ଜାନୁଆରୀରେ ଏହା ଲକ୍ଷେ କୋଟି ପାର କରିଥିଲା ହେଲେ ଫେବୃଆରୀରେ ଏହି ପରିମାଣରେ ହ୍ରାସ ପାଇଥିଲା।

ଫେବୃଆରୀରେ ଜିଏସଟି ସଂଗ୍ରହ 97,247 କୋଟି ଟଙ୍କା ରହିଥିଲା। ହେଲେ ଜାନୁଆରୀରେ ଏହା 1,2,503 ଲକ୍ଷ କୋଟି କରି ତୃତୀୟ ଥର ପାଇଁ ରାଜସ୍ବ ବୃଦ୍ଧିରେ ସାହାଯ୍ୟ କରିଥିଲା ସେହିପରି ମାର୍ଚ୍ଚରେ ଏହି ରେକର୍ଡ ଭାଙ୍ଗି ଜିଏସଟି ଆଦାୟ 1.6 ଲକ୍ଷ୍ୟ କୋଟିରକୁ ଛୁଇଁଛି।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, 2019 ମାର୍ଚ୍ଚରେ ମୋଟ୍ଜିଏସଟି ରାଜସ୍ବ 1,06,577 କୋଟି ଟଙ୍କା ରହିଛି। ସେଥିରୁ କେନ୍ଦ୍ରୀୟ ଜିଏସଟି 20,353 କୋଟି ଟଙ୍କା, ରାଜ୍ୟ ଜିଏସଟି 27,520 କୋଟି, ସମନ୍ବିତ ଜିଏସଟି ବାବଦକୁ 50,418 କୋଟି ଓ ଉପକର 8,286 କୋଟି ଟଙ୍କା କଲେକ୍ସନ ହୋଇଛି।

Intro:Body:

dfgbd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.