ETV Bharat / business

ଅଗଷ୍ଟରେ 86,449 କୋଟି ଜିଏସଟି ସଂଗ୍ରହ - ଅଗଷ୍ଟରେ 86,449 କୋଟି ଜିଏସଟି ସଂଗ୍ରହ

ଲକଡାଉନ ଓ କୋରୋନା କଟକଣା ପ୍ରଭାବ ମଧ୍ୟରେ ହ୍ରାସ ହେଉଛି ରାଜସ୍ବ ଆଦାୟ । ଯେଉଁଥିପାଇଁ ଅନଲକ ପରେ ବି ଜିଏସଟି ସଂଗ୍ରହ ଜୁଲାଇ ତୁଳନାରେ କମ ରହିଛି । ଅଧିକ ପଢନ୍ତୁ..

ଅଗଷ୍ଟରେ 86,449  କୋଟି   ଜିଏସଟି ସଂଗ୍ରହ
ଅଗଷ୍ଟରେ 86,449 କୋଟି ଜିଏସଟି ସଂଗ୍ରହ
author img

By

Published : Sep 1, 2020, 8:06 PM IST

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ମୋଟ ଜିଏସଟି (ଦ୍ରବ୍ୟ ଓ ସେବା କର) ସଂଗ୍ରହ 86,449 କୋଟି ଟଙ୍କା ରହିଛି । ଯାହାକି ଜୁଲାଇରେ ମିଳିଥିବା 87,422 କୋଟି ଟଙ୍କାରୁ କମ ରହିଛି ।

ଅଗଷ୍ଟର ରାଜସ୍ବ ଗତ ବର୍ଷ ଏହି ମାସରେ ଏକତ୍ର କରାଯାଇଥିବା ଜିଏସଟିର 88 ପ୍ରତିଶତ ରହିଛି । 2019 ଅଗଷ୍ଟ ମାସରେ 98,202 କୋଟିର ଜିଏସଟି ସଂଗ୍ରହ ହୋଇଥିଲା ।

ତେବେ ଅଗଷ୍ଟରେ ଆଦାୟ ହୋଇଥିବା ମୋଟ ଜିଏସଟିରେ , କେନ୍ଦ୍ରୀୟ ଜିଏସଟି 15,906 କୋଟି, ରାଜ୍ୟ ଜିଏସଟି(ଏସଜିଏସଟି) 21,064 କୋଟି, ଆଇଜିଏସଟି 42,264 କୋଟି ଏବଂ 7,215 କୋଟି ଟଙ୍କା ଉପକର(ସେସ୍‌) ସାମିଲ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.