ETV Bharat / business

2021ରୁ ହଲମାର୍କ ସୁନା ବାଧ୍ୟତାମୂଳକ

ପ୍ରସ୍ତୁତ ହୋଇଯାଆନ୍ତୁ ସୁନା ବେପାରୀ । 2021 ଜାନୁଆରୀ 15ରୁ ବାଧ୍ୟତାମୂଳକ ହେବେ ହଲମାର୍କ ସୁନା । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ 15ପରେ ବିଜ୍ଞପ୍ତି ଜାରି ହେବ ।

Govt will made gold hallmarking compulsory from 2021
2021ରୁ ହଲମାର୍କ ସୁନା ବାଧ୍ୟତାମୂଳକ
author img

By

Published : Nov 29, 2019, 5:50 PM IST

ନୂଆଦିଲ୍ଲୀ: 2021 ଜାନୁଆରୀ 15ରୁ ଦେଶରେ ବାଧ୍ୟତାମୂଳକ ହେବ ହଲମାର୍କ ସୁନା । ଗହଣାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ ଏ ନେଇ ସୂଚନା ଦେଇଛନ୍ତି ।

ଏଥିପାଇଁ ବିଭାଗ ପକ୍ଷରୁ ଆସନ୍ତା ବର୍ଷ ଜାନୁଆରୀ 15ରେ ବିଜ୍ଞପ୍ତି ଜାରି କରାଯିବ । ଯେପରି ବର୍ଷେ ଭିତରେ ସୁନା ବେପାରୀ ସେମାନଙ୍କ ପୁରୁଣା ଷ୍ଟକକୁ ବିକ୍ରି କରି ନୂଆ ନିୟମକୁ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତ ହେବେ ।

ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଦେଶରେ ସୁନା ଗହଣା ଉପରେ ହଲମାର୍କିଂ ଇଚ୍ଛାଧୀନ ରହିଛି । ଏଥିପାଇଁ କମ ଗୁଣବତ୍ତାର ସୁନା ଦେଇ ଦୋକାନୀ ଲୋକଙ୍କୁ ଅତି ସହଜରେ ଠକୁଛନ୍ତି । ଏଥିପାଇଁ ସରକାର ହଲମାର୍କିଂ କେନ୍ଦ୍ରରେ ସୁନାକୁ ପରଖି ହଲମାର୍କିଂ ଉପଲବ୍ଧ କରିବେ । ପୂର୍ବରୁ ଏହି ପ୍ରସ୍ତାବକୁ ବାଣିଜ୍ୟ ମନ୍ତ୍ରାଣଳୟ ପକ୍ଷରୁ ମଞ୍ଜୁରୀ ମିଳିପାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.